ETV Bharat / bharat

ଆଣ୍ଡାମାନରେ ମୃଦୁ ଭୂକମ୍ପର ଝଟକା, ନାହିଁ କ୍ଷୟକ୍ଷତିର ସୂଚନା - ଭୂକମ୍ପରେ ଥରିଲା ଆଣ୍ଡାମାନ

ଆଣ୍ଡାମାନରେ ଭୂକମ୍ପର ଝଟକା । ଥରିଲା ରାଜଧାନୀ ପୋର୍ଟବ୍ଲେୟାର । ଅଧିକ ପଢନ୍ତୁ

ଆଣ୍ଡାମାନରେ ମୃଦୁ ଭୂକମ୍ପର ଝଟାକା, ନାହିଁ କ୍ଷୟକ୍ଷତିର ସୂଚନା

author img

By

Published : Jul 5, 2022, 8:08 AM IST

ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଆଜି ସକାଳ ପ୍ରାୟ 5:57 ମିନିଟ ସମୟରେ ଏହି ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.0 ରହିଥିବା ମଧ୍ୟ ସୂଚନା ଦେଇଛି ଭୂକମ୍ପ କେନ୍ଦ୍ର । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

  • An earthquake of magnitude 5.0 occurred at around 5:57 am, 215km ESE of Port Blair, Andaman and Nicobar islands, today: National Center for Seismology

    — ANI (@ANI) July 5, 2022 " class="align-text-top noRightClick twitterSection" data=" ">

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାରର 215 କିମି ପୂର୍ବ-ଦକ୍ଷିଣ -ପୂର୍ବ (215 km ESE)ରେ ରହିଛି । ଏହା ସମୁଦ୍ର ପତନରୁ ପ୍ରାୟ 44 କି.ମି ଗଭୀରରେ ସୃଷ୍ଟି ହୋଇଛି । ଏହା ଏକ ମୃଦୁ ଭୂକମ୍ପ ବୋଲି ଜଣାପଡିଛି । ପରବର୍ତ୍ତୀ ସୁନାମି ନେଇ ମଧ୍ୟ କିଛି ସତର୍କ ସୂଚନା ଜାରି କରାଯାଇନାହିଁ ।

  • Earthquake of Magnitude:5.0, Occurred on 05-07-2022, 05:57:04 IST, Lat: 10.54 & Long: 94.36, Depth: 44 Km ,Location: 215km ESE of Portblair, Andaman and Nicobar island, India for more information download the BhooKamp App https://t.co/P8HHJnMyoV pic.twitter.com/BmVXOsYtb3

    — National Center for Seismology (@NCS_Earthquake) July 5, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.