ETV Bharat / bharat

Earthquake: ମିଜୋରାମରେ ୩.୭ ତୀବ୍ରତାର ଭୂମିକମ୍ପ

author img

By

Published : Dec 11, 2021, 8:52 AM IST

ମିଜୋରାମର ଐଜ୍ବଲରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ତରଫରୁ ସୂଚନା ମିଳିଛି ।

Earthquake: ମିଜୋରମରେ  ୩.୭  ତୀବ୍ରତାର ଭୂମିକମ୍ପ

ଐଜ୍ବଲ: ମିଜୋରମରେ ଭୂମିକମ୍ପ (Earthquake in Mizoram) ଝଟକା । ଆଜି ମିଜୋରମର ଐଜ୍ବଲରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ତରଫରୁ ସୂଚନା ଦିଆଯାଇଛି । ଏହାର ଗଭୀରତା ୧୦ କିଲୋମିଟର ହୋଇଥିବା ବେଳେ ଆଜି ସକାଳ ସମୟରେ ଅନୁଭୂତ ହୋଇଥିଲା ।

ଏହାର ଦ୍ରାଘିମା ୨୪.୧ ହୋଇଥିବା ବେଳେ ଅକ୍ଷାଂଶ ୯୨.୫୯ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ଐଜ୍ବଲର ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଅନୁଭୂତ ହୋଇଛି । ତେବେ ଏହି ଭୂମିକମ୍ପରେ କ୍ଷୟକ୍ଷତି ନେଇ କୈଣସି ସୂଚନା ହସ୍ତଗତ ହୋଇନାହିଁ । ଏବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏହା ପୂର୍ବରୁ ନଭେମ୍ବର ୨୬ରେ ମିଜୋରମରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.