ETV Bharat / bharat

Earthquake, ଉତ୍ତରାଖଣ୍ଡ ଓ ଜମ୍ମୁ କାଶ୍ମୀରରେ ସାମାନ୍ୟ ଝଟକା

author img

By

Published : Aug 19, 2022, 5:51 PM IST

ପିଥୋରଗଡ଼ରେ ଏକ ସାମାନ୍ୟ ଭୂମିକମ୍ପ ଅନୁଭୁତ ହୋଇଛି (earthquake felt in Pithoragarh ) । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୬ ରହିଥିଲା । ଅଧିକ ପଢ଼ନ୍ତୁ

Earthquake, ଉତ୍ତରାଖଣ୍ଡ ଓ ଜମ୍ମୁ କାଶ୍ମୀରରେ ସାମାନ୍ୟ ଝଟକା
Earthquake, ଉତ୍ତରାଖଣ୍ଡ ଓ ଜମ୍ମୁ କାଶ୍ମୀରରେ ସାମାନ୍ୟ ଝଟକା

ଡେରାଡୁନ: ଉତ୍ତରାଖଣ୍ଡର ପିଥୋରଗଡ଼ରେ ସାମାନ୍ୟ ଭୂମିକମ୍ପ ଅନୁଭୁତ ହୋଇଛି (earthquake felt in Pithoragarh) । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୬ ରହିଥିଲା । ମଧ୍ୟାହ୍ନ ୧୨.୫୫ରେ ଭୂମିକମ୍ପ ଝଟକା ଅନୁଭୁତ ହୋଇଥିବା ନେଇ ଜାତୀୟ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାୟ ୫ କିମି ପରିଧିରେ ଝଟକା ଅନୁଭବ କରିଥିଲେ ସ୍ଥାନୀୟ ଲୋକେ । ସେପଟେ ଆଜି ଜମ୍ମୁ ଓ କାଶ୍ମୀରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଅଞ୍ଚଳରେ ଥିବା ହାନ୍‌ଲୀ ଗ୍ରାମରେ ମଧ୍ୟ ଭୁମିକମ୍ପ ଅନୁଭୁତ ହୋଇଥିଲା । ଏହାକୁ ମଧ୍ୟ ୫ କିମି ପରିଧିରେ ଅନୁଭବ କରିଥିଲେ ସ୍ଥାନୀୟ ଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.