ETV Bharat / bharat

ପାକିସ୍ତାନକୁ ଦେଉଥିଲେ ଗୁପ୍ତ ଓ ସମ୍ବେଦନଶୀଳ ତଥ୍ୟ, ସରକାରଙ୍କ ବଡ ମନ୍ତ୍ରଣାଳୟରେ କାର୍ଯ୍ୟରତ ଡ୍ରାଇଭର ଗିରଫ

author img

By

Published : Nov 18, 2022, 6:09 PM IST

ଭାରତର ଗୁପ୍ତ ଓ ସମ୍ବେଦନଶୀଳ ତଥ୍ୟ ଦେଉଥିଲେ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟରତ ଡ୍ରାଇଭର । ଦିଲ୍ଲୀ ପୋଲିସ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରିଛନ୍ତି । ଅଧିକ ପଢ଼ନ୍ତୁ

honey trapped driver working in MEA arrested for passing sensitive information to Pakistan
ପାକିସ୍ତାନକୁ ଦେଉଥିଲେ ଗୁପ୍ତ ଓ ସମ୍ବେଦନଶୀଳ ତଥ୍ୟ, ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟରତ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟରୁ ପାକିସ୍ତାନକୁ ଗୁପ୍ତ ଓ ସମ୍ବେଦନଶୀଳ ତଥ୍ୟ ଦେଉଥିଲେ କାର୍ଯ୍ୟରତ ଡ୍ରାଇଭର । ଡ୍ରାଇଭର ଜଣକ ହନିଟ୍ରାପ୍‌ର ଶିକାର ହୋଇଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।

  • Delhi Police with the help of security agencies arrested a driver working in Ministry of External Affairs (MEA) for passing confidential and sensitive information to Pakistan. The driver was honey-trapped by Pakistan ISI: Sources pic.twitter.com/VuVAwltppO

    — ANI (@ANI) November 18, 2022 " class="align-text-top noRightClick twitterSection" data=" ">

ସମ୍ପୃକ୍ତ ଡ୍ରାଇଭରଙ୍କୁ ବୈଦେଶିକ ମନ୍ତ୍ରଣାଳୟର ଜବାହରଲାଲ ଭବନରୁ ଗିରଫ କରାଯାଇଛି । ପୁନମ ଶର୍ମା ବା ପୂଜା ଶର୍ମା ଛଦ୍ମ ନାମୀ ପାକିସ୍ତାନ ଏଜେଣ୍ଟଙ୍କୁ ତଥ୍ୟ ପ୍ରଦାନ କରୁଥିଲେ ଡ୍ରାଇଭର । ଏଥିପାଇଁ ସେ ସମ୍ପୃକ୍ତ ଏଜେଣ୍ଟଙ୍କଠାରୁ ଟଙ୍କା ମଧ୍ୟ ନେଉଥିଲେ ।

ତଦନ୍ତ ବେଳେ ଜଣାପଡ଼ିଛି ଯେ, ପୁନମ ଶର୍ମା ବା ପୂଜା ଶର୍ମା ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ପାଇଁ କାର୍ଯ୍ୟ କୁରଥିଲା । ବୈଦେଶିକ ମନ୍ତ୍ରଣାଳୟର ତଥ୍ୟ ଦେବାକୁ ସେଠାରେ କାର୍ଯ୍ୟରତ ଡ୍ରାଇଭରଙ୍କୁ ହନିଟ୍ରାପ୍‌ କରିଥିଲେ । ଏହି ମାମଲାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.