ETV Bharat / bharat

ଭାରତୀୟଙ୍କ ପସନ୍ଦ Chicken Biriyani: ପ୍ରତି ୧ ମିନିଟରେ ଅର୍ଡର କରନ୍ତି ୧୧୫ ଜଣ - ଚିକେନ ବିରିୟାନି

2021 ମସିହାରେ ପ୍ରତି ୧ ମିନିଟରେ ବିରିୟାନୀ ଅର୍ଡର କରିଛନ୍ତି ୧୧୫ ଭାରତୀୟ । ଜଳଖିଆରେ ଅଧିକ ବିକ୍ରି ହୋଇଛି ସିଙ୍ଗଡା । ଅଧିକ ପଢନ୍ତୁ

ଭାରତୀୟଙ୍କ ପସନ୍ଦ Chicken Biriyani: ପ୍ରତି ୧ ମିନିଟରେ ଅର୍ଡର କରନ୍ତି ୧୧୫ ଜଣ

author img

By

Published : Dec 22, 2021, 3:20 PM IST

ନୂଆଦିଲ୍ଲୀ: 2021 ମସିହାରେ ପ୍ରତି ୧ ମିନିଟରେ ବିରିୟାନୀ ଅର୍ଡର କରିଛନ୍ତି ଭାରତୀୟ । ସ୍ବିଗିର ଷଷ୍ଠ ବାର୍ଷିକୀ ‘ପରିସଂଖ୍ୟାନ’ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏଥିସହ ଦେଶର ଅଧିକାଂଶ ଖାଦ୍ୟ ପ୍ରେମୀ ନିରାମିଷ ବିରିୟାନୀ ଅପେକ୍ଷା ଆମିଷ ବିରିୟାନୀ ପ୍ରତି ଅଧିକ ଆକୃଷ୍ଟ ଥିବା ପରିସଂଖ୍ୟାନ ରିପୋର୍ଟ କହିଛି ।

ଭାରତୀୟଙ୍କ ପସନ୍ଦ Chicken Biriyani: ପ୍ରତି ୧ ମିନିଟରେ ଅର୍ଡର କରନ୍ତି ୧୧୫ ଜଣ
ଭାରତୀୟଙ୍କ ପସନ୍ଦ Chicken Biriyani: ପ୍ରତି ୧ ମିନିଟରେ ଅର୍ଡର କରନ୍ତି ୧୧୫ ଜଣ

ଦର୍ଶାଇଛି ଯେ, ୨୦୨୧ରେ ଦେଶର ଖାଦ୍ୟରସିକମାନେ ମିନିଟ୍‌କୁ ୧୧୫ ଜଣ ବିରିୟାନୀ ବରାଦ ଦେଇଛନ୍ତି ।

ଏହାଛଡ଼ା, ନିରୋଳା ପରିବା ବିରିୟାନୀ ଅପେକ୍ଷା ‘ଚିକେନ୍‌ ବିରିୟାନୀ’ର ବରାଦ ୪.୩ ଗୁଣ ଅଧିକ ଥିବା କଥା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି । ଚେନ୍ନାଇ, କୋଲ୍‌କାତା, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ ଚିକେନ୍‌ ବିରିୟାନୀ ଅଧିକ ଅର୍ଡର ହୋଇଥିବା ଜଣାପଡିଛି ।

୪.୨୫ ଲକ୍ଷରୁ ଅଧିକ ନୂଆ ‘ସ୍ବିଗି’ ବ୍ୟବହାରକାରୀ ସେମାନଙ୍କ ପ୍ରଥମ ଅର୍ଡର୍‌ରେ ଚିକେନ୍‌ ବିରିୟାନୀ ବରାଦ କରିଥିଲେ । ସେହିପରି ଚଳିତ ବର୍ଷ ଜଳଖିଆରେ ଲୋକେ ଅଧିକ ସିଙ୍ଗଡ଼ା ଖାଇଛନ୍ତି । ସିଙ୍ଗଡ଼ା ପାଇଁ ‘ସ୍ବିଗି’କୁ ମିଳିଥିଲା ୫ ନିୟୁତ ବରାଦ । ଚିକେନ୍‌ ଠାରୁ ଏହି ବରାଦ ପ୍ରାୟ ୬ ଗୁଣରୁ ଅଧିକ । ତେବେ ସିଙ୍ଗଡା ପଛକୁ ରହିଛି ପାଓଭାଜି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.