ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ସିନ୍ଧେଙ୍କ ଗୋଷ୍ଠୀରେ ଥିବା 16 ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଉପ ବାଚସ୍ପତି ନୋଟିସ ପଠାଇଛନ୍ତି । ଏହି ବିଧାୟକମାନଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ, ସେ ନେଇ ଉତ୍ତର ରଖିବା ପାଇଁ ନୋଟିସରେ ଦର୍ଶାଇଛନ୍ତି ବାଚସ୍ପତି ।
-
#MaharashtraPolitcalCrisis | Deputy Speaker of Maharashtra Assembly issues disqualification notice to 16 rebel Shiv Sena MLAs of Eknath Shinde camp currently staying in Guwahati, Assam
— ANI (@ANI) June 25, 2022 " class="align-text-top noRightClick twitterSection" data="
">#MaharashtraPolitcalCrisis | Deputy Speaker of Maharashtra Assembly issues disqualification notice to 16 rebel Shiv Sena MLAs of Eknath Shinde camp currently staying in Guwahati, Assam
— ANI (@ANI) June 25, 2022#MaharashtraPolitcalCrisis | Deputy Speaker of Maharashtra Assembly issues disqualification notice to 16 rebel Shiv Sena MLAs of Eknath Shinde camp currently staying in Guwahati, Assam
— ANI (@ANI) June 25, 2022
ଏହି ବିଧାୟକମାନେ ବର୍ତ୍ତମାନ ମୁମ୍ବାଇ ଛାଡି ଗୌହାଟୀରେ ରହିଛନ୍ତି । ଆସନ୍ତାକାଲି (ସୋମବାର) ଅପରାହ୍ନ 5.30 ସୁଦ୍ଧା ବିଧାୟକମାନଙ୍କୁ ନୋଟିସର ଉତ୍ତର ଦାଖଲ କରିବାକୁ ମଧ୍ୟ ଉପ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଉପବାଚସ୍ପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ