ETV Bharat / bharat

ଦିଲ୍ଲୀରେ ଆଉ 6 ଦିନ ବଢିଲା ଲକଡ଼ାଉନ

author img

By

Published : Apr 25, 2021, 12:09 PM IST

Updated : Apr 25, 2021, 12:22 PM IST

ଦିଲ୍ଲୀରେ ଆଉ 6 ଦିନ ବଢିଲା ଲକଡ଼ାଉନ
ଦିଲ୍ଲୀରେ ଆଉ 6 ଦିନ ବଢିଲା ଲକଡ଼ାଉନ

12:05 April 25

ରାଜଧାନୀ ଦିଲ୍ଲୀରେ ଆଉ 6 ଦିନ ଲକଡାଉନକୁ ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ 6 ଦିନ ବଢିଲା ଲକଡାଉନ । କୋରୋନା ସଂକ୍ରମଣ ରାଜଧାନୀରେ ବଢୁଥିବାର ଦେଖି ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେଜିରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  

ଲକଡାଉନର ଅବଧିକୁ 30 ଏପ୍ରିଲ ଯାଁଏ ବୃଦ୍ଧି କରାଯାଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ଗତ କିଛିଦିନ ହେବ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ପୂର୍ବ ବର୍ଷର ରେକର୍ଡ ଭାଙ୍ଗିଛି । ଏପରିକି, କୋରୋନାରୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଗତ 6 ଦିନରେ ଲକଡାଉନ ନିଷ୍ପତ୍ତି ପରେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ । କୋରୋନାର ଗ୍ରାଫ୍ ଦ୍ରୁତ ଗତିରେ ଉପର ମୁହାଁ ହେଉଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ଲକଡାଉନ ଅବଧିକୁ ପୁଣି ବଢାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2021, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.