ETV Bharat / bharat

ଆଜି ଆଣ୍ଟି ସାଟେଲାଇଟ ମିସାଇଲ ମଡେଲର ଉଦଘାଟନ - ଆଣ୍ଟି ସାଟେଲାଇଟ ମିସାଇଲ ମଡେଲ

ଆଜି ଦିଲ୍ଲୀ ସ୍ଥିତ ଡିଆରଡିଓ ମୁଖ୍ୟାଳୟରେ ହେବ ଆଣ୍ଟି ସାଟେଲାଇଟ ମିସାଇଲ ସିଷ୍ଟମ ମଡେଲର ଉଦଘାଟନ । ଅଧିକ ପଢନ୍ତୁ...

ଆଣ୍ଟି ସାଟେଲାଇଟ ମିସାଇଲ
ଆଣ୍ଟି ସାଟେଲାଇଟ ମିସାଇଲ
author img

By

Published : Nov 9, 2020, 10:18 AM IST

ନୂଆଦିଲ୍ଲୀ: ଆଜି ହେବ ଆଣ୍ଟି ସାଟେଲାଇଟ ମିସାଇଲ ସିଷ୍ଟମ ମଡେଲର ଉଦଘାଟନ । ଦିଲ୍ଲୀ ସ୍ଥିତ ଡିଆରଡିଓ(ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ) ମୁଖ୍ୟାଳୟରେ ମଡେଲକୁ ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ଉନ୍ନତ ଜାତୀୟ ଜ୍ଞାନକୌଶଳର ପ୍ରତୀକ ହିସାବରେ ରହିବ ବୋଲି କୁହାଯାଉଛି ।

ପୂର୍ବରୁ ଡିଆରଡିଓ ଆଣ୍ଟି ସାଟେଲାଇଟ(ଏ-ସାଟ୍‌) ମିସାଇଲ ‘ମିଶନ ଶକ୍ତି’ର ସଫଳ ପରୀକ୍ଷଣ କରିସାରିଛି । 2019 ମସିହା ମାର୍ଚ୍ଚ 27 ତାରିଖରେ ଓଡିଶାର ଡକ୍ଟକ ଏପିଜେ ଅବଦୁଲ କାଲାମ ଦ୍ବୀପରେ ଏହାର ପରୀକ୍ଷଣ ହୋଇଥିଲା ।

ଏହି ଇଣ୍ଟରସେପ୍ଟର ମିସାଇଲଟି ତିନି ସ୍ତରୀୟ ମିସାଇଲ ହୋଇଥିବାବେଳେ ଏଥିରେ ଦୁଇଟି ସଲିଡ ରକେଟ ବୁଷ୍ଟର ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.