ETV Bharat / bharat

ପଙ୍କରେ ଫୁଟିଲା ପଦ୍ମ: ମଫ ଗାଁରୁ ହାୱାର୍ଡ ବିଶ୍ବବିଦ୍ୟାଳୟରେ ଫୁଟବଲ କୁଇନ୍ 'ସୀମା' - ସୀମା କୁମାରୀ ହାୱାର୍ଡ ୟୁନିର୍ଭସିଟି

ନିପଟ ମଫସଲରେ ସୀମା କୁମାରୀଙ୍କ ଘର । ଫୁଟବଲ ଖେଳ ସହ ପାଠପଢିବାକୁ ବହୁ ଆଗ୍ରହ । ଦାରିଦ୍ର୍ୟତା ଯୋଗୁଁ ପାଠ ପଢିବା ଅଧାରେ ରହିଯାଇଥିଲା । ଏହାସତ୍ତ୍ବେ ମଧ୍ୟ ସେ କେବେ ବି ନିଜକୁ ଅସହାୟ ମନେ କରି ନ ଥିଲେ । ନିଜ ମନରେ ସାହାସ ବାନ୍ଧିବା ସହ ବାପା ମାଙ୍କୁ ମଧ୍ୟ ଚାଷବାସରେ ସାହାଯ୍ୟ କରୁଥିଲେ । ଏହି ପ୍ରଗାଢ ମନୋବଳ ଓ ଦୃଢ ଇଚ୍ଛାଶକ୍ତି ଯୋଗୁଁ ସେ ଆଜି ଆମେରିକାର ହାୱାର୍ଡ ୟୁନିର୍ଭସିଟିର ଜଣେ ଛାତ୍ରୀ । ଏହାକୁ ନେଇ ସୀମାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । କିଏ ସେହି ସୀମା, କିପରି ଥିଲା ଗାଁରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା, ନଜର ପକାନ୍ତୁ...

ରାଞ୍ଚି ଲଳନା ସୀମା କୁମାରୀ: ଦାହୁ ଗାଁରୁ ହାୱାର୍ଡ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା, ପ୍ରିୟଙ୍କା ଜଣାଇଲେ ଶୁଭେଚ୍ଛା

author img

By

Published : Apr 24, 2021, 8:41 PM IST

Updated : Apr 25, 2021, 6:37 PM IST

ରାଞ୍ଚି: କଥାରେ ଅଛି, ଆପ୍ରାଣଚେଷ୍ଟା ଉଦ୍ୟମ ଜଣେ ମଣିଷଙ୍କୁ ବହୁ ଉପରକୁ ନେଇଥାଏ । ଦୃଢ ମନୋବଳ ଓ ପ୍ରଗାଢ ଇଚ୍ଛାଶକ୍ତି ମନୁଷ୍ୟକୁ କେଉଁଠି ଯେ କେଉଁଠି ନେଇ ପହଞ୍ଚାଏ, ତାହାର କଳନା ନାହିଁ । ତେଣୁ ଯେ କୌଣସି ବି ପରିସ୍ଥିତି ଆସିଲେ ମଧ୍ୟ କେବେ ହାର ମାନିବା ଉଚିତ୍ ନୁହେଁ, ସେହି ପରିସ୍ଥିତିକୁ ଖୁସି ସହକାରେ ଆପଣାଇ ଆଗକୁ ମାଡିଯିବା ଉଚିତ୍, ତେଣିକି ଫଳ ସୂରୁପ ସଫଳତା ମିଳୁକି ବିଫଳତା ମିଳୁ । ତାହାର ସ୍ବାଦ ଖୁବ୍ ନିଆରା ହୋଇଥାଏ। ଆଜି ଆମେ ଜଣେ ଏମିତି ଝିଅ ସମ୍ପର୍କରେ ଜଣାଇବୁ, ଯିଏ ସମସ୍ତ ବାଧାବିଘ୍ନକୁ ଏଡାଇ ଖୁବ୍ ଆଗକୁ ଯାଇପାରିଛି, ନିଜ ବାପାମାଙ୍କ ନାଁକୁ ଅନ୍ତର୍ଜୀତୀୟ ଦରବାରରେ ଉଜ୍ବଳ କରିପାରିଛି । ଯେଉଁଥିପାଇଁ ନେତା ଠାରୁ ସେଲିବ୍ରିଟି, ସଭିଏଁ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି । ସୋସିଆଲ ମିଡିଆରେ ଖାଲି ତାଙ୍କରି ନାଁ, ତାଙ୍କରି ଶୁଭେଚ୍ଛା । ଚାଲନ୍ତୁନା ଜାଣିବା କିଏ ସେ ଉଦୀୟମାନ ପ୍ରତିଭା, ଯାହାକୁ ନେଇ ସମସ୍ତେ ଗର୍ବ କରୁଛନ୍ତି...

ରାଞ୍ଚି ଲଳନା ସୀମା କୁମାରୀ: ଦାହୁ ଗାଁରୁ ହାୱାର୍ଡ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା, ପ୍ରିୟଙ୍କା ଜଣାଇଲେ ଶୁଭେଚ୍ଛା
ରାଞ୍ଚି ଲଳନା ସୀମା କୁମାରୀ: ଦାହୁ ଗାଁରୁ ହାୱାର୍ଡ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା, ପ୍ରିୟଙ୍କା ଜଣାଇଲେ ଶୁଭେଚ୍ଛା

ରାଞ୍ଚିସ୍ଥିତ ଓରମାଞ୍ଝି ବ୍ଲକର ଦାହୁ ଗାଁରେ ବାସ କରନ୍ତି ସୀମା କୁମାରୀ । ବାପାମା ଉଭୟ ଅପାଠୁଆ । ଔପଚାରିକ ଶିକ୍ଷା କଣ, ତାହା ସେମାନେ ଜାଣନ୍ତି ନାହିଁ । ପରିବାର ଚାଷବାସ ଉପରେ ନିର୍ଭର କରୁଥିବାବେଳେ ବାପା ସୂତା କାରଖାନାରେ ଜଣେ ଶ୍ରମିକ । ସୀମା 2012 ମସିହାରେ 'ୟୁବା' ନାମକ ଏକ ସଂଗଠନର ଫୁଟବଲ ଟିମରେ ଯୋଗ ଦେଇଥିଲେ । ଆରମ୍ଭରୁ ହିଁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ସେ ସେଥିରେ ହାର ନ ମାନି ଆହୁରି ଆଗକୁ ବଢିଥିଲେ । ନିଜ ମନୋବଳକୁ ସଶକ୍ତ କରି ଉନ୍ନତିର ଶିଖର ଚଢିବାକୁ ଲାଗିଥିଲେ । ଏବେ ସେ ତାଙ୍କ ପରିବାରର ଏକମାତ୍ର ଝିଅ, ଯିଏ ପ୍ରଥମ କରି ବିଶ୍ବବିଦ୍ୟାଳୟରେ ପାଠ ପଢିବ ।

ସୀମା ବର୍ତ୍ତମାନ ୱାଶିଂଟନସ୍ଥିତ ହାୱାର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢିବେ । ୱାଶିଂଟନ, କ୍ରେମ୍ବିଜରୁ ସୀମାର ପାଠପଢା ପାଇଁ ଛାତ୍ରବୃତ୍ତି ମିଳିବ । 'ୟୁବା' ନାମକ ଏକ ସଂସ୍ଥା ଏ ସମ୍ପର୍କରେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଜଣାଇଛି । ଟ୍ବିଟ ଅନୁସାରେ ସୀମା କୁମାରୀଙ୍କୁ ଅଶୋକା ୟୁନିର୍ଭସିଟି, ମିଡିଲବରୀ କଲେଜ ଓ ଟ୍ରିନିଟି କଲେଜରୁ ମଧ୍ୟ ପାଠପଢିବାକୁ ସୁଯୋଗ ମିଳିଛି ।

ଝାଡଖଣ୍ଡର ଗ୍ରାମୀଣ କ୍ଷେତ୍ରରେ 'ୟୁବା' ନାମକ ଏକ ସ୍ବୟଂସେବୀ ସଂସ୍ଥା କାମ କରୁଛି । ଏହି ସଂସ୍ଥା ମୁଖ୍ୟତଃ ଗରିବ ଝିଅଙ୍କୁ ଫୁଟବଲ ଖେଳିବା ଶିଖାଇଥାଏ । ଏବଂ କେବଳ ଏହାଦ୍ବାରା ହିଁ ସେମାନଙ୍କ ଭବିଷ୍ୟତକୁ ମଧ୍ୟ ସଜାଡି ଦେଇଥାଏ । ସଂସ୍ଥାର ସଂସ୍ଥାପକ ଫ୍ରାଞ୍ଜ ଗେଷ୍ଟଲର ଜଣେ ଆମେରିକୀୟ ନାଗରିକ । ଫ୍ରାଞ୍ଜ 2007ରେ ଭାରତ ଆସିଥିଲେ। 2009ରେ ସେ ୟୁବା ନାମକ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲେ । ଏହାର ଠିକ୍ 3 ବର୍ଷ ପରେ ରୋଜ ଗେଷ୍ଟଲର ଥମସନ୍ ମଧ୍ୟ ଏହି ସଂସ୍ଥା ସହ ଜଡିତ ହୋଇଗଲେ । ଗାଁର ଯେଉଁ ଝିଅମାନେ ପାଠପଢାରୁ ବଞ୍ଚିତ ହେଉଥିଲେ, ସେ ସେମାନଙ୍କୁ ପଢାଉଥିଲେ । ଏହି ସଂସ୍ଥା ସହ ଜଡିତ ବହୁ ଝିଅ ବହୁବାର ଦେଶ ଏବଂ ବିଦେଶରେ ଝାଡଖଣ୍ଡର ନାଁ ଉଜ୍ବଳ କରିଛନ୍ତି ।

ନିପଟ ମଫସଲ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ସୀମାଙ୍କ ସଫଳତାରେ ଖୁସି ହୋଇ ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଟିଟ୍ବରରେ ଓ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଇନଷ୍ଟାରେ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି ।

ଗୋଟିଏ ଛୋଟିଏ ଗାଁରୁ ବିଶ୍ବର ସବୁଠାରୁ ନାମୀଦାମୀ ୟୁନିର୍ଭସିଟି ପର୍ଯ୍ୟନ୍ତ ଯାତ୍ରା ସତରେ ସମସ୍ତ ଝିଅଙ୍କ ପାଇଁ ପ୍ରେରଣା ସଦୃଶ୍ୟ । ତେଣୁ କେବେ ହେଲେ ମଧ୍ୟ ନିଜ ମନକୁ ଛୋଟ କରିଦେବା ଉଚିତ୍ ନୁହେଁ, ଚେଷ୍ଟା ଜାରି ରଖିଲେ ସଫଳତା ଦିନେ ନା ଦିନେ ହାତ ମୁଠାକୁ ନିଶ୍ଚିନ୍ତ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2021, 6:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.