ETV Bharat / bharat

ବାୟୁସେନା ହେଲିକପ୍ଟରରେ ଯାତ୍ରା କଲେ ଦଲାଇଲାମା, ଯବାନଙ୍କୁ ଦେଲେ ଆର୍ଶୀବାଦ - ଲଦାଖରେ ଦଲାଇଲାମା

ବାୟୁସେନା ହେଲିକପ୍ଟରରେ ଲଦାଖରରୁ ଫେରିଲେ ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା । ବାୟୁବୀରଙ୍କୁ ଦେଲେ ଆର୍ଶୀବାଦ । ଗତ କିଛି ଦିନ ତଳେ ସେ ହିମାଚଳ ପ୍ରଦେଶରୁ ଲଦାଖ ଅଭିମୁଖେ କରିଥିଲେ ଯାତ୍ରା । ଅଧିକ ପଢନ୍ତୁ

ବାୟୁସେନା ହେଲିକପ୍ଟରେ ଯାତ୍ରା କଲେ ଦଲାଇଲାମା, ଯବାନଙ୍କୁ ଦେଲେ ଆର୍ଶୀବାଦ

author img

By

Published : Aug 10, 2022, 10:04 PM IST

ଶ୍ରୀନଗର: ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ଲେହ ଏୟାର ଫୋର୍ସ ବେସରୁ ଲିଙ୍ଗସେତ ପର୍ଯ୍ୟନ୍ତ ବାୟୁସେନା ହେଲିକପ୍ଟରରେ ଯାତ୍ରା କରିଛନ୍ତି । ଗତ କିଛି ଦିନ ପୂର୍ବେ ସେ ଲାଦଖ ଯାତ୍ରା କରିଥିଲେ । ଆଜି ସେ ବାୟୁସେନାର ଧ୍ରୁବ ହେଲିକପ୍ଟରରେ ଲିଙ୍ଗସେତ ଗ୍ରାମକୁ ଫେରିଛନ୍ତି । ତାଙ୍କ ସହିତ କିଛି ସହଯୋଗୀ ଓ ବାୟୁସେନାର ଯାବାନମାନେ ମଧ୍ୟ ସାମିଲ ଥିଲେ ।

  • Tibetan spiritual leader Dalai Lama flew in an IAF Dhruv helicopter from Air Force Station Leh to Lingshet. He was received by Air Cmde PK Srivastava, AOC Leh. His Holiness showered his blessings on all air warriors of the station: PRO Defence Srinagar pic.twitter.com/zqs4Fm69DZ

    — ANI (@ANI) August 10, 2022 " class="align-text-top noRightClick twitterSection" data=" ">

ଦଲାଇଲାମା ଲିଙ୍ଗସେତ ହେଲିପ୍ୟାଡରେ ଅବତରଣ କରିବା ପରେ ତାଙ୍କୁ ଏୟାର କମରେଡ ପି.କେ ଶ୍ରୀବାସ୍ତବ ସ୍ବାଗତ କରିଥିଲେ । ଅନ୍ୟ କିଛି ବାୟୁସେନାଧିକାରୀ ଓ ଯବାନ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଦଲାଇଲାମା ଆର୍ଶୀବାଦ ମଧ୍ୟ କରିଥିଲେ । ତେବେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଆତିଥ୍ୟତାରେ ଭାରତ ସର୍ବଦା ପ୍ରାଥମିକତା ଦେଇ ଆସିଛି ।

  • His Holiness the Dalai Lama arriving at the helipad in the remote Himalayan village of Lingshed, Ladakh, UT, India on August 10, 2022. pic.twitter.com/WNiikIjUwi

    — Dalai Lama (@DalaiLama) August 10, 2022 " class="align-text-top noRightClick twitterSection" data=" ">

ଦଲାଇଲାମାଙ୍କ ଚଳିତ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରି କଥା ହେବା ସହ ଦୀର୍ଘ ଓ ନିରାମୟ ଜୀବନର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଯାହାକୁ ନେଇ ଚୀନ ଇର୍ଷାନ୍ବିତ ହେବା ସହ ଭାରତକୁ ସମାଲୋଚନା କରିଥିଲା । ତିବ୍ବତ ପ୍ରସଙ୍ଗ ଚୀନର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବେଜିଂ କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.