ETV Bharat / bharat

ତାଉ'ତେର କରାଳ ରୂପ: କର୍ଣ୍ଣାଟକର 77 ଗାଁ ପ୍ରଭାବିତ, 4 ମୃତ

author img

By

Published : May 16, 2021, 4:25 PM IST

Updated : May 16, 2021, 4:42 PM IST

ତାଉ'ତେ ତାଣ୍ଡବ
ତାଉ'ତେ ତାଣ୍ଡବ

16:38 May 16

କେରଳର ଥିରୁଅନନ୍ତପୁରମରେ କୂଳ ଲଂଘୁଛି ସମୁଦ୍ର

କେରଳର ଥିରୁଅନନ୍ତପୁରମରେ କୂଳ ଲଂଘୁଛି ସମୁଦ୍ର

ବାତ୍ୟା ତାଉ'ତେ ପ୍ରଭାବରେ ଅଶାନ୍ତ ସମୁଦ୍ର । କେରଳର ଥିରୁଅନନ୍ତପୁରମରେ କୂଳ ଲଂଘୁଛି ସମୁଦ୍ର । 

16:04 May 16

ତାମିଲନାଡୁର 15 ମତ୍ସ୍ୟଜୀବୀ ନିଖୋଜ

ତାଉ'ତେର କରାଳ ରୂପ
ତାଉ'ତେର କରାଳ ରୂପ

କୋଝିକୋଡରେ ଥିବା ବାଇପୋର ବନ୍ଦରରୁ ମେ 5ରେ ସମୁଦ୍ରକୁ ଯାଇଥିବା ଅତି କମରେ 15 ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଏମାନେ ସମସ୍ତେ ତାମିଲନାଡୁର ବୋଲି ସୂଚନା ।

16:03 May 16

ତାଉତେ ପ୍ରଭାବରେ କେରଳର ମାଲପୁରମରେ ପ୍ରବଳ ବର୍ଷା

15:53 May 16

ତାଉ'ତେର କରାଳ ରୂପ: କର୍ଣ୍ଣାଟକର 77 ଗାଁ ପ୍ରଭାବିତ, 4 ମୃତ

କର୍ଣ୍ଣାଟକରେ ବାତ୍ୟା ତାଉ'ତେର କରାଳ ରୂପ । ଝଡ ତୋପାନ ଯୋଗୁଁ କର୍ଣ୍ଣାଟକରେ ବ୍ୟାପକ କ୍ଷୟକ୍ଷତି । ଗତ 24 ଘଣ୍ଟାରେ ରାଜ୍ୟର 12 ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନସୁଦ୍ଧା 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 77 ଗାଁ ପ୍ରଭାବିତ ହୋଇଥିବା ସୂଚନା । 

15:46 May 16

ଗୋଆରେ ତାଉ'ତେ ପ୍ରଭାବ, ଉପୁଡିଲା ଅନେକ ବିଦ୍ୟୁତ ଖୁଣ୍ଟ

ତାଉ'ତେର କରାଳ ରୂପ
ତାଉ'ତେର କରାଳ ରୂପ

ବାତ୍ୟା ତାଉ'ତେ ପ୍ରଭାବରୁ ରବିବାର ଗୋଆର ଅନେକ ଅଞ୍ଚଳରେ ପ୍ରବଳ ପବନ ଓ ବର୍ଷା ଲାଗି ରହିଛି ।  ଅନେକ ବିଦ୍ୟୁତ ଖଣ୍ଟ ଉପୁଡିବା ସହ ବିଦ୍ୟୁତ ସେବା ବାଧାପ୍ରାପ୍ତ । ପ୍ରବଳ ବର୍ଷା ପବନ ଯୋଗୁଁ ଗୋଆରେ ସମସ୍ତ ବିମାନ ସେବା ବାତିଲ ।

14:51 May 16

ତାଣ୍ଡବ ରଚୁଛି ତାଉ'ତେ, 18ରେ ଛୁଇଁବ ଗୁଜୁରାଟ ଉପକୂଳ

ସ୍ଥଳଭାଗ ଛୁଇଁବା ପୂର୍ବରୁ ଆରମ୍ଭ ହୋଇଯାଇଛି ବାତ୍ୟା ତାଉ'ତେର ତାଣ୍ଡବ । ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟା ତାଉ'ତେ ମହାବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଗତ ଶନିବାର ସୂଚନା ଦେଇଛି । ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ମେ 18 ତାରିଖରେ ଗୁଜୁରାଟ ଉପକୂଳ ଛୁଇଁବ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ଘୁର୍ଣ୍ଣିଝଡ ସୋମବାର ସୁଦ୍ଧା ମହାବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । 

Last Updated : May 16, 2021, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.