ETV Bharat / bharat

କେରଳରେ ବାମ ସରକାରଙ୍କ ରାଜ ଆରମ୍ଭ, ଶପଥ ନେଲେ ବିଜୟନ

author img

By

Published : May 20, 2021, 6:05 PM IST

କ୍ରମାଗତ ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ଗୁରୁବାର ରାଜ୍ୟପାଳ ମହମ୍ମଦ ଆରିଫ ଖାନ ବିଜୟନଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଶପଥପାଠ କରାଇଛନ୍ତି । ଅଧିକ ପଢନ୍ତୁ....

କେରଳରେ ବାମ ସରକାରଙ୍କ ରାଜ ଆରମ୍ଭ, ଶପଥ ନେଲେ ବିଜୟନ
କେରଳରେ ବାମ ସରକାରଙ୍କ ରାଜ ଆରମ୍ଭ, ଶପଥ ନେଲେ ବିଜୟନ

ଥିରୁଅନନ୍ତପୁରମ: କେରଳରେ ଆରମ୍ଭ ହୋଇଛି ବାମଦଳ ସରକାରଙ୍କ ଦ୍ବିତୀୟ ଇନିଙ୍ଗ୍ସ । କ୍ରମାଗତ ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ଗୁରୁବାର ରାଜ୍ୟପାଳ ମହମ୍ମଦ ଆରିଫ ଖାନ ବିଜୟନଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଶପଥପାଠ କରାଇଛନ୍ତି ।

ବିଜୟନଙ୍କ କ୍ୟାବିନେଟରେ ରହିବେ 20 ମନ୍ତ୍ରୀ । ଏଲଡିଏଫ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ପିନାରାୟୀ ବିଜୟନ ଓ ସମସ୍ତ ମନ୍ତ୍ରୀ 1949ରେ କାମକାଜି ବର୍ଗର ପୁନ୍ନାପରା ଆନ୍ଦୋଳନର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ନୂତନ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେବଳ ଜେଡିଏସ ନେତା କେ କୃଷ୍ଣନାକୁଟି ଏବଂ ଏନସିପି ନେତା ଏ.ସି ଶଶୀନ୍ଦ୍ରନ ସାମିଲ ଅଛନ୍ତି। ବର୍ତ୍ତମାନର ସରକାରରେ କୌଣସି ପୁରୁଣା ମନ୍ତ୍ରୀଙ୍କୁ ଜାଗା ମିଳିପାରିନାହିଁ ।

ଯେଉଁମାନେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ DYFI ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିଜୟନଙ୍କ ଜ୍ବାଇଁ ପିଏ ମହମ୍ମଦ ରିୟାସ, ମାକପାର କାର୍ଯ୍ୟନିର୍ବାହୀ ରାଜ୍ୟ ସଚିବ ଏ ବିଜୟ ରାଘବନଙ୍କ ସ୍ତ୍ରୀ ଆର ବିନ୍ଦୁ, ଜି ଆର ଅନିଲ, ଚିଞ୍ଚୁ ରାଣି ତଥା ପି ପ୍ରସାଦ, ଅହମଦ ଦେୱରକୋଭିଲ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.