ETV Bharat / bharat

କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି - covisheild vaccine emergency use

covishild vaccine allowed for emergency use against corona virus
କୋଭିସିଲଡ ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି
author img

By

Published : Jan 1, 2021, 5:50 PM IST

Updated : Jan 1, 2021, 7:02 PM IST

17:41 January 01

କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି

ନୂଆଦିଲ୍ଲୀ: ଆଷ୍ଟ୍ରେଜେନିକା କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାରକୁ ମିଳିଳା ଅନୁମତି । ଭାରତରେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟିକା ପ୍ରସ୍ତୁତ ହେଉଛି। ବର୍ତ୍ତମାନ ଜାତୀୟ ଔଷଧ ମାନ ନିୟନ୍ତ୍ରଣ ବୋର୍ଡ ବିଶେଷଜ୍ଞଙ୍କ ପକ୍ଷରୁ ଏହାକୁ ଅନୁମତି ମିଳିଛି। ଏହାପରେ ଏହି ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ମିଳିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି।    

ଜାତୀୟ ଔଷଧ ମାନ ନିୟନ୍ତ୍ରଣ ବୋର୍ଡ(DCGI)ର ବିଶେଷଜ୍ଞ ଦଳର ଅନୁମତି ମିଳିବା ପରେ ବର୍ତ୍ତମାନ କେବଳ ଔପଚାରିକତା ଭାବରେ ପୂର୍ଣ୍ଣ ଅନୁମତି ମିଳିବା ବାକି ରହିଛି। ଏହି ଟିକା କୋରୋନା ଭାଇରସ ଉପରେ 90 ପ୍ରତିଶତ ପ୍ରଭାବ ପକାଉଥିବା ଦେଖାଯାଇଛି। ଇଂଲଣ୍ଡରେ  ଆଷ୍ଟ୍ରାଜେନିକାକୁ ଅନୁମିତ ମିଳିବା ପରେ ଏବେ ଭାରତରେ ମଧ୍ୟ ଟିକାକରଣ ପାଇଁ ଅନୁମତି ମିଳିଛି। ଇଂଲଣ୍ଡରେ ଏହାର ଆଷ୍ଟ୍ରାଜେନିକା ନାମରେ ପରିଚିତ ରହିଛି।  

ଅକ୍ସଫୋର୍ଡ ୟୁନିଭର୍ସିଟି ଓ ସେରମ ଇନଷ୍ଟିଚ୍ୟୁଟର ମିଳିତ ଉଦ୍ୟମରେ ଭାରତରେ ଏହି ଟିକା ବିକଶିତ ହୋଇଛି। ଭାରତରେ ଏହି ଟିକା କୋଭିସିଲ୍ଡ ଭାବରେ ପରିଚିତ। 55 ବର୍ଷରୁ କମ ବୟସ୍କ ପ୍ରତିନିଧିଙ୍କୁ ନେଇ ଏହି ଟିକାର ପରୀକ୍ଷଣ କରାଯାଇଥିଲା। ପ୍ରାୟ ସଭିଙ୍କ ମଧ୍ୟରେ ଏହି ଟିକାର ସକରାତ୍ମକ ପ୍ରଭାବ ପଡ଼ିଥିବା ଦେଖା ଦେଇଥିଲା। 

Last Updated : Jan 1, 2021, 7:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.