ETV Bharat / bharat

ଡରାଉଛି କୋରୋନା ନ୍ୟୁ ଷ୍ଟ୍ରେନ, ଦିଲ୍ଲୀରୁ 4 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Jan 7, 2021, 4:58 PM IST

ଡରାଉଛି କୋରୋନା ନ୍ୟୁ ଷ୍ଟ୍ରେନ । ଏଯାବତ ଦେଶବ୍ୟାପୀ ଚିହ୍ନଟ ହେଲେଣି 71 । ଅଧିକ ପଢନ୍ତୁ...

କୋରୋନା ପରେ ଡରାଉଛି ନ୍ୟୁ ଷ୍ଟ୍ରେନ: ଦିଲ୍ଲାରୁ 8 ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କୋରୋନାର ଭୟବହତାରୁ ସାମାନ୍ୟ ଆଶ୍ବସ୍ଥି ମିଳିଥିବାବେଳେ ବର୍ତ୍ତମାନ ଡରାଉଛି ନ୍ୟୁ ଷ୍ଟ୍ରେନ । ଏଯାବତ୍ ଦେଶବ୍ୟାପୀ ବ୍ରିଟେନରୁ ଆସିଥିବା 73 ଜଣଙ୍କୁ ନ୍ୟୁ ଷ୍ଟ୍ରେନ କବଳିତ କରିସାରିଲାଣି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ 8 ଜଣ କୋରୋନା ନ୍ୟୁ ଷ୍ଟ୍ରେନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ ଗତ ତିନି ଦିନ ତଳେ ଲୋକନାୟକ ଜନପ୍ରକାଶ ହସ୍ପିଟାଲରେ 15 ଜଣ ନ୍ୟୁ ଷ୍ଟ୍ରେନ ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 4 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ହସ୍ପିଟାଲ ନିର୍ଦ୍ଦେଶକ ସୁରେଶ କୁମାର କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ 4 ଜଣ ନ୍ୟୁ ଷ୍ଟ୍ରେନରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଅନ୍ୟ 15 ଜଣଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ସେମାନଙ୍କ ରିପୋର୍ଟ 2 ଦିନ ପରେ ଆସିବ ବୋଲି ଡାକ୍ତର ସୁରେଶ କୁମାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.