ETV Bharat / bharat

Ukraine War: ଉଦ୍ଧାର ହେଲେ ଗର୍ଭବତୀ ମାଆ, ଆଗୁଆ ଛୁଆର ନାମ ଦେଲେ ଅପରେସନ୍ ଗଙ୍ଗା

author img

By

Published : Mar 4, 2022, 8:17 PM IST

ଜନ୍ମ ହେବାକୁ ଥିବା ଛୁଆର ନାମ ଗଙ୍ଗା ରଖିଲେ ବାପା -ମାଆ । ତେବେ କେରଳ ଦମ୍ପତ୍ତି ଏହି ଯୁଦ୍ଧ ସମୟରେ କିଭରେ ଫସି ରହିଥିଲେ । ଅଧିକ ପଢନ୍ତୁ

Russia Ukraine War: ଜନ୍ମ ହେବାକୁ ଥିବା ଛୁଆର ନାମ ଗଙ୍ଗା

ନୂଆଦିଲ୍ଲୀ: ଜନ୍ମ ହେବାକୁ ଥିବା ଛୁଆର ନାମ ଅପରେସନ୍ ଗଙ୍ଗା ରଖିଲେ ବାପା -ମାଆ । ତେବେ କେରଳ ଦମ୍ପତ୍ତି ଏହି ଯୁଦ୍ଧ ସମୟରେ କିଭରେ ଫସି ରହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ଅପରେସନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରାଯାଇଛି ।

ସେହିପରି ୟୁକ୍ରେନର ଯୁଦ୍ଧ ଭୂମିରୁ ଉଦ୍ଧାର ହୋଇଥିବା ହେବାକୁ ଛୁଆର ବାପା ଅଭିଜିତ୍‌ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଯୁ୍ଦ୍ଧ ଭୂମିରୁ ଆମକୁ ସୁରକ୍ଷିତ ଉଦ୍ଧାର କରାଯାଇ ଥିବାରୁ ଆମେ ଛୁଆର ନାମ ଅପରେସନ୍ ଗଙ୍ଗା ରଖିବୁ ବୋଲି ସ୍ଥିର କରିଛୁ ବୋଲି ଅଭିଜିତ କହିଛନ୍ତି । ଏବେ ଆମେ ପୋଲାଣ୍ଡରେ ଆସି ଅଛୁ ।

ସେହଭଳି ଉଦ୍ଧାର ହୋଇଥିବା ଅଭିଜିତ୍‌ ନିଜର ଖୁସି ଜାହିରି କରି କହିଛନ୍ତି ଯେ, ମୋ ସ୍ତ୍ରୀ ଏବେ ୯ ମାସର ଗର୍ଭବତୀ ଥିବା ବେଳେ ଆମକୁ ସରକାରଙ୍କୁ ପକ୍ଷରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଆସନ୍ତା ୨୬ ତାରିଖରେ ମୋ ସ୍ତ୍ରୀ ସନ୍ତାନ ପ୍ରସବ କରିବେ । ଆମକୁ ଅପରେସନ ଗଙ୍ଗା ଦ୍ବାର ଆମକୁ ଉଦ୍ଧାର କରାଯାଇ ଥିବା କାରଣରୁ ଆମେ ଛୁଆର ନାମ ଅପରେସନ୍ ଗଙ୍ଗା ରଖିବୁ ।

ଏତଦ୍‌ବ୍ୟତିତ୍‌ ସୁରକ୍ଷା ଦୃଷ୍ଟିରୁ ତାଙ୍କ ସ୍ତ୍ରୀ ଏବେ ପୋଲଣ୍ଡର ହସ୍ପିଟାଲରେ ରହିଛନ୍ତି । ଏପଟେ ଅଭିଜିତ୍‌ ୟୁକ୍ରେନରେ କିଭ୍‌ରେ ଏକ ରେସ୍ତୋରାଁ ଚଳାଉ ଥିଲେ ।ହେଲେ ଋଷ ଓ ୟୁକ୍ରେନ ମଧ୍ୟରେ ହେବା କାରଣରୁ ସେ ଏଠାରେ ଫସି ରହିଯାଇଥିଲେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭାରତ ସରକାରଙ୍କ ଉଦ୍ଧାର କାର୍ଯ୍ୟକୁ ସେ ପ୍ରସଂଶା କରିବା ସହିତ ହେବାକୁ ଛୁଆର ନାମ ଗଙ୍ଗା ରଖିବାକୁ ସ୍ଥିର କରିଛନ୍ତି । ଏଥିସହ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୯ ଦିନ ପୂରିଛି । ଏହା ସହିତ ଋଷ ପକ୍ଷରୁ ଆକ୍ରମଣକୁ ଆହୁରି ଆକ୍ରାମଣାତ୍କ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.