ETV Bharat / bharat

ଜମ୍ମୁରେ ଗୁଲାମନବୀଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସକର୍ମୀ - ଜମ୍ମୁରେ ଗୁଲାମ ନବୀଙ୍କ ବିରୋଧରେ ସ୍ଲୋଗାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଜମ୍ମୁରେ ଗୁଲାମଙ୍କ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଜମ୍ମୁରେ ଗୁଲାମ ନବୀଙ୍କ କୁଶପୁତ୍ତଳିକା ଦାହ
ଜମ୍ମୁରେ ଗୁଲାମ ନବୀଙ୍କ କୁଶପୁତ୍ତଳିକା ଦାହ
author img

By

Published : Mar 2, 2021, 2:11 PM IST

ଶ୍ରୀନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ନିଜ ଦଳର କର୍ମକର୍ତ୍ତାଙ୍କ ଟାର୍ଗେରେ ଏବେ ଏହି କଂଗ୍ରେସ ନେତା । ଆଜି ଜମ୍ମୁରେ ଗୁଲାମଙ୍କ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥିସହ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି କଂଗ୍ରେସ କର୍ମୀ ।

ଜମ୍ମୁରେ ଗୁଲାମ ନବୀଙ୍କ କୁଶପୁତ୍ତଳିକା ଦାହ
ଜମ୍ମୁରେ ଗୁଲାମ ନବୀଙ୍କ କୁଶପୁତ୍ତଳିକା ଦାହ

ପ୍ରଦର୍ଶନ କରୁଥିବା କର୍ମକର୍ତ୍ତା କଂଗ୍ରେସର ଏହି ବରିଷ୍ଠ ନେତାକୁ ବାହାର କରିବାକୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଅପିଲ କରିଛନ୍ତି । କର୍ମକର୍ତ୍ତା କହିଛନ୍ତି,ଗୁଲାମ ନବୀ ଆଜଦଙ୍କୁ କଂଗ୍ରେସ ବହୁତ କିଛି ଦେଇଛି । ସେ ଦଳକୁ ସମର୍ଥନ କରିବା ପରିବର୍ତ୍ତେ ବିଜେପି ସହିତ ବନ୍ଧୁତା କରୁଛନ୍ତି । ଏପରିକି ଜମ୍ମୁ-କାଶ୍ମୀରରେ ଅନୁଷ୍ଠିତ ହୋଇଥିବା ଡିଡିସି ନିର୍ବାଚନ ରେ ସେ ପ୍ରଚାରରେ କରିନଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ।

ସୂଚନା ଅନୁସାରେ, ଗତକିଛି ତଳେ ଜମ୍ମୁରେ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୁଲାମ ନବୀ ଆଜାଦ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଜି-23ର ନେତା ମଧ୍ୟ ଆମନ୍ତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଲାମ ଧାରା 370 ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ । ମୋଦିହ୍କ ପ୍ରତି ଏଭଳି ପ୍ରଶଂସା ଜି-23 ର କର୍ମକତ୍ତାକୁ ପସନ୍ଦ ଆସିନଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.