ETV Bharat / bharat

କେନ୍ଦ୍ରମନ୍ତ୍ରୀ ଓ ଟ୍ବିଟରକୁ ଲିଗାଲ ନୋଟିସ୍‌ ପଠାଇଲେ ପୱନ ଖେରା - पवन खेड़ा ने रविशंकर प्रसाद और ट्विटर को भेजा नोटिस

କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପୱନ ଖେରା କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଟ୍ୱିଟରକୁ ଲିଗାଲ ନୋଟିସ ପଠାଇଛନ୍ତି । ଅଧିକ ପଢନ୍ତୁ...

ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ନୋଟିସ ଜାରି କଲେ କଂଗ୍ରେସର  ନେତା

author img

By

Published : Apr 26, 2021, 10:33 AM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବ୍ୟବହାରକାରୀ ସାବଧାନ । କୋରୋନାକୁ ନେଇ ଯଦି କିଏ ଆପତ୍ତିଜନକ ଟ୍ବିଟ କିମ୍ବା ସୋସିଆଲ ମିଡିଆରେ କୋରୋନାକୁ ନେଇ ବିଭ୍ରାନ୍ତକାରୀ ପୋଷ୍ଟ କଲେ ତାଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପବନ ଖେରା କୁମ୍ବମେଳା ଏବଂ ତବଲିଗି ଜମାତକୁ ନେଇ କରିଥିବା ଟ୍ବିଟକୁ ଟ୍ବିଟର ହଟାଇ ଦେଇଛି।

ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ନୋଟିସ ଜାରି କଲେ କଂଗ୍ରେସର  ନେତା
ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ନୋଟିସ ଜାରି କଲେ କଂଗ୍ରେସର ନେତା

ଏନେଇ ପବନ ଖେରା କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଟ୍ବିଟରକୁ ଆଇନଗତ ନୋଟିସ୍‌ ପଠାଇଛନ୍ତି । ତାଙ୍କ ଓକିଲ କରଣ ଶର୍ମା ପବନ ଖେଡାଙ୍କ ଦ୍ବାରା ନୋଟିସ ପେପରର ଏକ କପି ଟ୍ବିଟରରେ ମଧ୍ୟ ଅପଲୋଡ୍ କରାଯାଇଛି । ଏଥିରେ କୁହାଯାଇଛି ଯେ ମୋ କ୍ଲାଇଣ୍ଟ ଟ୍ବିଟର ଆକାଉଣ୍ଟ ପରିବର୍ତ୍ତନ କରିବ କେବଳ । ସମ୍ବିଧାନର ଧାରା 19 (1) ଅନୁଯାୟୀ ନିୟାମକ ଶକ୍ତି ଏବଂ ଅଭିବ୍ୟକ୍ତିର ସ୍ବାଧୀନତାର ଉଲ୍ଲଂଘନ ବ୍ୟତୀତ ଏହା ଆଉ କିଛି ନୁହେଁ।

  • My legal notice to @rsprasad @OfficeOfRSP & @Twitter for pulling down of my tweet exposing double standards on #KumbhMela & #tablighijamaat
    श्री रवि शंकर प्रसाद एवं ट्विटर को मेरे कुम्भ मेला व तबलिग़ी जमात पर दोहरे मापदंड पर किए ट्वीट हटाने को चुनौती देते हुए क़ानूनी नोटिस pic.twitter.com/VKLu3wBcr6

    — Pawan Khera (@Pawankhera) April 25, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.