ETV Bharat / bharat

ମହାରାଷ୍ଟ୍ରରେ ଅଣାୟତଃ ମହାମାରୀ, ନାଗପୁରରେ 7 ଦିନ ଲକଡାଉନ ଘୋଷଣା

author img

By

Published : Mar 11, 2021, 5:34 PM IST

ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂକ୍ରମଣର ମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁର ସହରରେ ଲକଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଅଣାୟତ ମହାମାରୀ, ନାଗପୁରରେ 7 ଦିନ ଲକଡାଉନ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ରରେ ପୁନର୍ବାର ଅଣାୟତଃ ହୋଇଛି ମହାମାରୀ କୋରୋନା । ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂକ୍ରମଣର ମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁର ସହରରେ ଲକଡାଉନ ଘୋଷଣା କରାଯାଇଛି ।

ନାଗପୁରରେ 15 ମାର୍ଚ୍ଚରୁ 21 ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ ସମ୍ପୂର୍ଣ୍ଣ ଲକଡାଉନ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାର ଅନୁମତି ଦିଆଯାଇଛି । ଏହାପୂର୍ବରୁ ବିଦର୍ଭର 5 ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଥିଲା ।

ମହାରାଷ୍ଟ୍ରରେ ବୁଧବାର ସର୍ବାଧିକ 13 ହଜାର 659 ନୂଆ ମାମଲା ସାମ୍ନାକୁ ଆସିଛି । କୋରୋନାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ନାଗପୁରରେ 15 ମାର୍ଚ୍ଚରୁ 21 ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଜାଉନ ଘୋଷଣା କରିଛନ୍ତି ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.