ETV Bharat / bharat

ପରଲୋକରେ ହୀରାବେନ ମୋଦି, ଶୋକବ୍ୟକ୍ତ କଲେ ବିଶିଷ୍ଟ ବ୍ୟକ୍ତି

author img

By

Published : Dec 30, 2022, 8:50 AM IST

Updated : Dec 30, 2022, 10:00 AM IST

ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ(Heeraben Modi Passes Away ) । ମାଆଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ମୋଦି । ତେବେ ହୀରାବେନଙ୍କ ଦେହାନ୍ତକୁ ନେଇ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ
ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ

ନୂଆଦିଲ୍ଲୀ: ଆରପାରିରେ ମୋଦିଙ୍କ ମାଆ । ୧୦୦ ବର୍ଷ ବୟସରେ ଭୋର ପ୍ରାୟ ୩.୩୦ ମିନିଟ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମାଆଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ମୋଦି । କୋହଭରା ଶବ୍ଦରେ ମାଆ ହୀରାବେନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାଆଙ୍କୁ ହରାଇ ଭଗବାନଙ୍କ ଚରଣରେ ଗୋଟେ ଶତାବ୍ଦୀ ଶେଷ ହୋଇଛି । ମାଆଙ୍କ ଭିତରେ ମୁଁ ସର୍ବଦା ତ୍ରିଶକ୍ତି ଅନୁଭବ କରିଛି । ପ୍ରଥମ ହେଲା ତପସ୍ବୀର ଯାତ୍ରା, ନିଶ୍ବାର୍ଥପର କର୍ମଯୋଗୀ ଏବଂ ଜୀବନର ମୂଲ୍ୟ ବୁଝିପାରୁଥିବା ମଣିଷ ବୋଲି ଟ୍ବିଟ କରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ବିଶିଷ୍ଟ ବ୍ୟକ୍ତିବିଶେଷ ହୀରାବେନଙ୍କ ଦେହାନ୍ତରେ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି ।

  • प्रधानमंत्री श्री नरेंद्र मोदी की मां हीराबा का सौ वर्षों का संघर्षपूर्ण जीवन भारतीय आदर्शों का प्रतीक है। श्री मोदी ने '#मातृदेवोभव' की भावना और हीराबा के मूल्यों को अपने‌ जीवन में ढाला। मैं पुण्यात्मा की शांति के लिए प्रार्थना करती हूं। परिवार के प्रति मेरी संवेदनाएं!

    — President of India (@rashtrapatibhvn) December 30, 2022 " class="align-text-top noRightClick twitterSection" data=" ">

ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି କହିଛନ୍ତି, " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାତା ହିରବାଙ୍କ ଶହେ ବର୍ଷର ସଂଘର୍ଷପୂର୍ଣ୍ଣ ଜୀବନ ଭାରତୀୟ ଆଦର୍ଶର ପ୍ରତୀକ ଅଟେ । ମୋଦି ତାଙ୍କ ଜୀବନରେ ମାତୃଦେବଭବ ଏବଂ ହୀରାବଙ୍କ ଜୀବନର ମୂଲ୍ୟବୋଧକୁ ସେ ନିଜ ଜୀବନରେ ପ୍ରୟୋଗ କରିଛନ୍ତି । ପରିବାର ପ୍ରତି ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରୁଛି ।"

  • प्रधानमंत्री श्री @narendramodi की माताश्री, हीरा बा के निधन से मुझे गहरी वेदना हुई है। एक माँ का निधन किसी भी व्यक्ति के जीवन में ऐसी शून्यता लाता है, जिसकी भरपाई असंभव है। दुख की इस घड़ी में प्रधानमंत्रीजी और उनके पूरे परिवार के प्रति मैं अपनी संवेदना व्यक्त करता हूँ। ॐ शांति!

    — Rajnath Singh (@rajnathsingh) December 30, 2022 " class="align-text-top noRightClick twitterSection" data=" ">

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି କହିଛନ୍ତି " ପ୍ରଧାନମନ୍ତ୍ରୀଙ୍କ ମାଆ ହୀରୋବେନଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ଜଣେ ମାଆର ମୃତ୍ୟୁ ଜୀବନରେ ଏପରି ଶୂନ୍ୟସ୍ଥାନ ତିଆରି ହୋଇଥାଏ ଯାହାର ପୂରଣ ଅସମ୍ଭବ । ଦୁଃଖର ଏହି ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"

  • Deeply saddened to hear about the demise of #HeerabenModi, mother of Prime Minister Shri @narendramodi ji. My thoughts and prayers are with the bereaved family members and friends during this hour of grief. #OmShanti.

    — Naveen Patnaik (@Naveen_Odisha) December 30, 2022 " class="align-text-top noRightClick twitterSection" data=" ">

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, " ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ । ଏହି ଦୁଃଖଦ ସମୟରେ ମୋଦି ଏବଂ ତାଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି ।"

  • માનનીય વડાપ્રધાન શ્રી નરેન્દ્રભાઈ મોદીના માતૃશ્રી પૂજ્ય હીરાબા ના દેવલોક ગમનથી ઊંડા દુ:ખની લાગણી અનુભવું છું. પૂજ્ય હીરાબા વાત્સલ્ય, સાદગી, પરિશ્રમ અને ઉચ્ચ જીવનમૂલ્યોના પ્રતિમૂર્તિ હતા. ભગવાન તેમના આત્માને પરમ શાંતિ અર્પે તેવી પ્રાર્થના કરું છું. ૐ શાંતિ.

    — Bhupendra Patel (@Bhupendrapbjp) December 30, 2022 " class="align-text-top noRightClick twitterSection" data=" ">

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ବିଟ କରି କହିଛନ୍ତି," ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ । ସେ ଜଣେ ଉଦାରତା, ସରଳତା, ପରିଶ୍ରମୀ ଏବଂ ଜୀବନର ମୂଲ୍ୟ ବୁଝୁଥିବା ବ୍ୟକ୍ତି ଥିଲେ । ତାଙ୍କ ଆତ୍ମାର ସଦଗତି ନିମନ୍ତେ ମୁଁ ପ୍ରାର୍ଥନା କରୁଛି ।"

  • एक पुत्र के लिए माँ पूरी दुनिया होती है। माँ का निधन पुत्र के लिए असहनीय और अपूरणीय क्षति होती है।

    आदरणीय प्रधानमंत्री श्री नरेन्द्र मोदी जी की पूज्य माता जी का निधन अत्यंत दुःखद है।

    प्रभु श्री राम दिवंगत पुण्यात्मा को अपने श्री चरणों में स्थान प्रदान करें।

    ॐ शांति!

    — Yogi Adityanath (@myogiadityanath) December 30, 2022 " class="align-text-top noRightClick twitterSection" data=" ">

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, " ଜଣେ ପୁଅ ପାଇଁ ମାଆ ପୁରା ପୃଥିବୀ ଅଟେ । ମାଆଙ୍କ ବିୟୋଗ ପୁଅ ପାଇଁ ଅସହନୀୟ ଏବଂ ଅପୂରଣୀୟ କ୍ଷତି ଅଟେ । ପ୍ରଧାନମନ୍ତ୍ରୀଙ୍କ ମାଆ ହୀରୋବେନଙ୍କ ଆତ୍ମାର ସଦଗତି ନିମନ୍ତେ ମୁଁ ପ୍ରଭୁ ଚାମଚନ୍ଦ୍ରଙ୍କ ପାଖରେ ପ୍ରାର୍ଥନା କରୁଛି ।"

  • भक्ति, तपस्या और कर्म की त्रिवेणी, @narendramodi जी जैसे महान व्यक्तित्व को गढ़ने वाली माँ के चरणों में सादर प्रणाम। पूज्य माँ सदैव प्रेरणा बनी रहेगी।

    — Shivraj Singh Chouhan (@ChouhanShivraj) December 30, 2022 " class="align-text-top noRightClick twitterSection" data=" ">

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ବିଟ କରି କହିଛନ୍ତି," ଭକ୍ତି, ତପସ୍ୟା ଏବଂ କର୍ମର ସଙ୍ଗମ ହେଉଛନ୍ତି ହୀରାବେନ । ସେ ଆମ ପାଇଁ ସର୍ବଦା ପ୍ରେରଣା ହୋଇରହିବେ ।"

  • प्रधानमंत्री @narendramodi जी की पूज्य माताजी हीरा बा के स्वर्गवास की सूचना अत्यंत दुःखद है। माँ एक व्यक्ति के जीवन की पहली मित्र और गुरु होती है जिसे खोने का दुःख निःसंदेह संसार का सबसे बड़ा दुःख है।

    — Amit Shah (@AmitShah) December 30, 2022 " class="align-text-top noRightClick twitterSection" data=" ">

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପୂଜ୍ୟ ମାତା ହୀରବାଙ୍କ ସ୍ବର୍ଗବାସ ଖବର ଅତ୍ୟନ୍ତ ଦୁଃଖଦାୟକ । ମାଆ ହେଉଛନ୍ତି ଏଭଳି ଏକ ବ୍ୟକ୍ତିତ୍ବ ଯିଏ ଜୀବନର ପ୍ରଥମ ମିତ୍ର ଓ ଗୁରୁ ଅଟନ୍ତି । ତାଙ୍କୁ ହରାଇବା ଦୁଃଖ ସଂସାରର ସବୁଠୁ ବଡ଼ ଦୁଃଖ ଅଟେ, ଏଥରେ ସନ୍ଦେହ ନାହିଁ ।"

  • Deeply saddened to hear about the demise of Smt. Heeraben Modi.

    My heartfelt condolences to Sri @narendramodi ji on the loss of his beloved mother. Our thoughts and prayers are with the entire family in this hour of grief.

    — Mallikarjun Kharge (@kharge) December 30, 2022 " class="align-text-top noRightClick twitterSection" data=" ">

AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡ଼ଗେ ଟ୍ବିଟ କରି କହିଛନ୍ତି, "ହୀରବାଙ୍କ ସ୍ବର୍ଗବାସ ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ତାଙ୍କ ଆତ୍ମାର ସଦଗତି ନିମନ୍ତେ ମୁଁ ପ୍ରାର୍ଥନା କରୁଛି ।"

  • माननीय प्रधानमंत्री जी को मातृ शोक का दुखद समाचार प्राप्त हुआ।

    माँ का जाना जीवन से मुख्य आधार स्तंभ के ढह जाने जैसा होता है। एक ऐसी क्रिया जिसकी शून्यता सदैव अनुभव होती है।

    इस शोक की घड़ी में ईश्वर @narendramodi जी, उनके परिवारजनों को साहस और माता जी को श्री चरणों में स्थान दे।

    — Bhupesh Baghel (@bhupeshbaghel) December 30, 2022 " class="align-text-top noRightClick twitterSection" data=" ">

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି, " ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ । ମାଆଙ୍କ ପରଲୋକ ଜୀବନର ଏକ ମୂଳ ସ୍ତମ୍ଭ ଭାଙ୍ଗିଯିବା ସଦୃଶ୍ୟ ଅଟେ । ମାଆଙ୍କ ଯାଗା ଆଉ କିଏ ପୂରଣ କରିପାରିବ ନାହିଁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 30, 2022, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.