ETV Bharat / bharat

Bihar Political Crisis: ନୀତିଶଙ୍କୁ ଚ୍ୟାଲେଞ୍ଜ ଦେଲେ ଚିରାଗ, ରାଷ୍ଟ୍ରପତି ଶାସନ ପାଇଁ କଲେ ଦାବି - ନୀତିଶଙ୍କ କୁମାର ଇସ୍ତଫା

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ନୀତିଶଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରାଗ ପାଶଓ୍ବାନ । ପୁଣି ଥରେ ନିର୍ବାଚନ କରିବା ପାଇଁ କଲେ ଦାବି । ଅଧିକ ପଢନ୍ତୁ

Bihar political crisis: ନୀତିଶଙ୍କୁ ଚ୍ୟାଲେଞ୍ଜ କଲେ ଚିରାଗ ପାଶଓ୍ବାନ, ପୁଣି ଥରେ ନିର୍ବାଚନ କରିବା ପାଇଁ କଲେ ଦାବି

author img

By

Published : Aug 9, 2022, 6:01 PM IST

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ତଥା ଯେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ଇସ୍ତଫା ପରେ ନୀତିଶଙ୍କୁ ସିଧା ଟାର୍ଗେଟ କରିଛନ୍ତି ଜନ ଲୋକଶକ୍ତି ପାର୍ଟି (LJP) ନେତା ଚିରାଗ ପାଶଓ୍ବାନ । ସେ ସିଧାସଖଳ ନୀତିଶଙ୍କୁ ଟାର୍ଗେଟ କରିବା ସହ ରାଜ୍ୟରେ ପୁଣି ଥରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସହିତ ନିର୍ବାଚନ ପାଇଁ ମଧ୍ୟ ଦାବି କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ନୀତିଶଙ୍କ ଆସନ ସଂଖ୍ୟା କମ କରିବାରେ ତାଙ୍କ ପାର୍ଟିର ବଡ ଭୂମିକା ରହିଥିବା ମଧ୍ୟ କହିଛନ୍ତି ଚିରାଗ ।

  • Today credibility of Nitish Kumar is zero. We want President rule to be imposed in Bihar & the state should go for a fresh mandate. Do you (Nitish Kumar )have any ideology or not? In next polls, JDU will get 0 seats: Chirag Paswan, LJP leader (Ram Vilas faction) #BiharPolitics pic.twitter.com/6MlNZIJ16G

    — ANI (@ANI) August 9, 2022 " class="align-text-top noRightClick twitterSection" data=" ">

ଚିରାଗ କହିଛନ୍ତି, ‘‘ଗତ ବିଧାନସଭା ନିର୍ବାଚନରେ ନୀତିଶଙ୍କ ଦଳ ଜେଡିୟୁ ମାତ୍ର 43 ଆସନରେ ଜିତିବାରେ ସକ୍ଷମ ହୋଇଥିଲା । ଏବେ ନିର୍ବାଚନ ହେଲେ ନୀତିଶ ଶୂନ୍ୟ ସିଟ ଜିତିବେ । ନୀତିଶଙ୍କ ମୁଖ୍ୟମନ୍ତ୍ରୀଙ୍କ ସମୟରେ ବିହାରରେ କୌଣସି ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ । ବିଧାନସଭା ନିର୍ବାଚନ ପରେ ସେ କୌଣସି ସମୟରେ ବିଜେପି ହାତ ଛାଡି ପୁଣି ଫେରିପାରନ୍ତି ବୋଲି ମୁଁ କହିଥିଲି, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି ।’’

  • Earlier also an experiment was done between RJD & JDU but they can't stay together for long. Again such an alliance is coming, it's not a good sign for Bihar's development. We have decided that our party will remain a part of NDA: Union min & RLJP President Pashupati Paras pic.twitter.com/orVpScMDL3

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା RLJP ମୁଖ୍ୟ ପଶୁପତି ପାରସ ମଧ୍ୟ ବିହାରରେ ଜାରି ରହିଥିବା ସ୍ଥିତ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ନୀତିଶ କୁମାର ଗ୍ରହଣ କରିଥିବା ନିଷ୍ପତ୍ତି ବେଶି ଦିନ ତିଷ୍ଠିବ ନାହିଁ । RJD & JDU ମେଣ୍ଟ ସରକାର ଗଠନ କଲେ ମଧ୍ୟ ଏହି ସରକାରର ସ୍ଥାୟୀତ୍ବ ବେଶି ଦିନ ନୁହେଁ । ଏହା ବିହାର ପାଇଁ ଏକ ଭଲ ସଙ୍କେତ ନୁହେଁ । ସେହିପରି ତାଙ୍କ ଦଳ RLJP ପୂର୍ବପରି ଏନଡିଏର ଏକ ସହଯୋଗୀ ଦଳ ଭାବେ ରହିବ ବୋଲି ମତ ରଖିଛନ୍ତି ପଶୁପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.