ETV Bharat / bharat

ସୁରକ୍ଷା ବାହିନୀଙ୍କ ନକ୍ସଲ ଦମନ ଅଭିଯାନ: କୁମ୍ବିଂ ଜୋରଦାର

ସୁରକ୍ଷାକର୍ମୀଙ୍କ ନକ୍ସଲ ଦମନ ଅଭିଯାନ । ଛତିଶଗଡ ନାରାୟଣପୁରର ଅମଦାଇ ଘାଟିରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ଅଧିକ ପଢନ୍ତୁ...

author img

By

Published : Jul 3, 2021, 1:33 PM IST

Chhattisgarh: Exchange of fire between security forces, Naxals underway in Narayanpur
ସୁରକ୍ଷା ବାହିନୀଙ୍କ ନକ୍ସଲ ଦମନ ଅଭିଯାନ; କୁମ୍ବିଂ ଜୋରଦାର

ରାୟପୁର : ସୁରକ୍ଷାକର୍ମୀଙ୍କ ନକ୍ସଲ ଦମନ ଅଭିଯାନ । ଛତିଶଗଡ ନାରାୟଣପୁରର ଅମଦାଇ ଘାଟିରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା 4 ଗାଡିରେ ନିଆଁ ଲଗାଇ ଦେଇଛନ୍ତି ନକ୍ସଲ ।

ଏହାସହ 2ଜଣ ନାଗରିକ ନିଖୋଜ ରହିଛନ୍ତି । ଏନେଇ ନାରାୟଣପୁର ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି । ତେବେ, ଏବେବି କୁମ୍ବିଂ ଅପରେସନ ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.