ETV Bharat / bharat

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

author img

By

Published : Aug 3, 2021, 11:08 AM IST

Updated : Aug 3, 2021, 12:25 PM IST

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ । ଅଧିକ ପଢନ୍ତୁ...

ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ
ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ବୋର୍ଡ ପରୀକ୍ଷା ଫଳ । ମଧ୍ୟାହ୍ନ ୧୨ଟାରେ ବାହାରିଛି ଫଳ । ବୋର୍ଡ ୱେବସାଇଟ cbse.gov.inCBCERESULT.nic.in ଉପଲବ୍ଧ ହୋଇଛି ରେଜଲ୍ଟ । ମହାମାରୀ କୋରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ପଦ୍ଧତି ଆଧାରରେ ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବ ବୋର୍ଡ । ୨୦ ଲକ୍ଷକୁ ଅଧିର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ଫଳରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେଇପାରିବେ ।

ପ୍ରକାଶ ଥାଉ କି, ଗତ ଜୁଲାଇ ୩୦ ତାରିଖରେ CBSE ଦ୍ବାଶମ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଫଳରେ ୯୯.୩୭ ପ୍ରତିଶତ ପାସ କରିଛନ୍ତି । ଭୁବନେଶ୍ବର ରିଜିୟନରେ ପାସ ହାର ରହିଥିଲା ୯୯.୫୫% । ପ୍ରକାଶିତ ଫଳକୁ ନେଇ ଛାତ୍ରଛାତ୍ରୀ ସନ୍ତୁଷ୍ଟ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 3, 2021, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.