ETV Bharat / bharat

ଦିଲ୍ଲୀ ମହାନଗର ନିଗମରେ ଚାଲିଛି ଭୋଟିଂ - municipal corporation

ରାଜଧାନୀ ମହାନଗର ନିଗମର ପାଞ୍ଚଟି ଆସନ ପାଇଁ ସକାଳ 7ଟା 30ରୁ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ
ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ
author img

By

Published : Feb 28, 2021, 11:39 AM IST

ନୂଆଦିଲ୍ଲୀ: ରାଜଧାନୀ ମହାନଗର ନିଗମର ପାଞ୍ଚଟି ଆସନ ପାଇଁ ଉପନିର୍ବାଚନ ଆରମ୍ଭ ହୋଇଛି । ନିର୍ବାଚନରେ ଜିତିବା ପାଇଁ ପ୍ରାର୍ଥୀମାନେ କିଛି ଦିନ ହେବ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲେ । ପାଞ୍ଚଟି ଆସନ ପାଇଁ 26ଜଣ ପାର୍ଥୀ ଭାଗ୍ୟ ନିର୍ଦ୍ଧାରଣ ହେବ ।

ମହାନଗର ନିଗମର ଉପ ନିର୍ବାଚନ ସକାଳ 7ଟା30ରୁ ଆରମ୍ଭ ହୋଇଯାଇଛି । ମତଦାନ ସଂନ୍ଧ୍ୟା 5ଟା 30 ପର୍ଯ୍ୟନ୍ତ ଚାଲିବ । ମତଦାନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ 327ଟି ବୁଥ କରିଛନ୍ତି । କୋରୋନା ସଂକ୍ରମିତଙ୍କ ପାଇଁ ସମୟ 4ଟାରୁ 5ଟା 30ପର୍ଯ୍ୟନ୍ତ ମତଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏଥର ଭୋଟରଙ୍କୁ ସେମାନଙ୍କ ନିର୍ବାଚନ ପାର୍ଥୀଙ୍କ ବିଷୟରେ ସୂଚନା ଦେବାକୁ ବୁଥରେ ସେମାନଙ୍କ ଫୋଟ ଲଗାଯାଇଛି । ଚଳିତ ବର୍ଷ ପ୍ରଥମ କରି ଏପରି ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ପାଖରେ ନିର୍ବାଚନ ପାର୍ଥୀଙ୍କ ବିଷୟରେ ସମସ୍ତ ତଥ୍ୟ ପହଞ୍ଚାଇବା । ଅନ୍ୟପଟେ ଗୁଜୁରାଟ ସିଭିକ ପୋଲରେ ସ୍ଥାନୀୟ ସଂସ୍ଥା ମତଦାନ ଆରମ୍ଭ ହୋଇଯାଇଛି । ମତଦାନର ତିନିଘଣ୍ଟା ଭିତରେ 6.01ପ୍ରତିଶତ ମଦାଦାନ ହୋଇଛି । ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ଚାଲିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.