ETV Bharat / bharat

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ - ଆଣ୍ଡାମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ଆଣ୍ଡାମାନ ଦ୍ବୀପପୁଞ୍ଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ । ସୂଚନା ଦେଲା ନୌସେନା । ଅଧିକ ପଢନ୍ତୁ

ଆଣ୍ଡାମାନ ଦ୍ବୀପପୂଞ୍ଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

author img

By

Published : Feb 2, 2022, 6:01 PM IST

ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ଏହି ଆଣ୍ଟି-ସିପ ମିସାଇଲ ଟେଷ୍ଟ ସଫଳ ହୋଇଥିବା ଆଜି (ବୁଧବାର) ନୌସେନା ପକ୍ଷରୁ ଟ୍ବିଟ କରାଯାଇ ସୂଚନା ଦିଆଯାଇଛି ।

ଏହି ପର୍ଯ୍ୟାୟରେ କ୍ଷେପଣାସ୍ତ୍ର ବ୍ରାହ୍ମୋସ ଭାରତୀୟ ନୌସେନାର ଗାଇଡ୍-ମିସାଇଲ୍ କର୍ଭେଟ ଜାହାଜରୁ ଉତକ୍ଷେପଣ କରାଯାଇଥିଲା । ନୌସେନା ଅନୁଯାୟୀ, ବ୍ରହ୍ମୋସ କ୍ଷେପଣାସ୍ତ୍ର ନିଜ ଲକ୍ଷ୍ୟକୁ ସଫଳତାର ଟାର୍ଗେଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.