ETV Bharat / bharat

ପୁଣେ ରେଲଓ୍ବେ ଷ୍ଟେସନରୁ ବିସ୍ଫୋରକ ସାମଗ୍ରୀ ଜବତ - ପୁଣେ ରେଲଓ୍ବେ ଷ୍ଟେସନରୁ ବିସ୍ଫୋରକ ସାମଗ୍ରୀ ଜବତ

ମହାରାଷ୍ଟ୍ରର ପୁଣେ ରେଲଓ୍ବେ ଷ୍ଟେସନରୁ(Pune railway station) ବୋମା ପରି କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ

ପୁଣେ ରେଲଓ୍ବେ ଷ୍ଟେସନରୁ ବିସ୍ଫୋରକ ସାମଗ୍ରୀ ଜବତ

author img

By

Published : May 13, 2022, 12:56 PM IST

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ରେଲଓ୍ବେ ଷ୍ଟେସନରୁ(Pune railway station) ବୋମା ପରି କିଛି ବିସ୍ଫୋରକ ସାମଗ୍ରୀ ମିଳିଛି । ଏନେଇ ପୋଲିସ ପକ୍ଷରୁ ତିନୋଟି ଜେଲାଟିନ ଷ୍ଟିକ(gelatin sticks ) ମାଧ୍ୟମରେ ସେଗୁଡିକୁ ନିଷ୍କ୍ରିୟ କରାଯାଉଛି । ଏନେଇ ପୁଣେ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ରେଲଓ୍ବେ ଷ୍ଟେସନରୁ ବୋମା ପରି କିଛି ସାମଗ୍ରୀ ମିଳିବା ଆତଙ୍କିତ ହୋଇ ପଡିଛନ୍ତି ଯାତ୍ରୀ । ପୋଲିସ ପୁରା ଷ୍ଟେସନକୁ ଖାଲି କରୁଛି । ଯେପରି କିଛି ଅଘଟଣ ନ ଘଟେ ସେଥିପାଇଁ ଅପରେସନ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.