ETV Bharat / bharat

Blast In Jammu: ମୋଦିଙ୍କ ଗସ୍ତ ପୂର୍ବରୁ ପୁଣି ବିସ୍ଫୋରଣ

author img

By

Published : Apr 24, 2022, 9:54 AM IST

Updated : Apr 24, 2022, 10:01 AM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁକାଶ୍ମୀର ଗସ୍ତ ପୂର୍ବରୁ ପୁଣି ଅଶାନ୍ତ ହୋଇଛି ଜମ୍ମୁ । ବିଷ୍ଣା ସହରର ଲଲିଆନା ଗ୍ରାମରେ ଏକ ଖୋଲା ପଡ଼ିଆରେ ସନ୍ଦେହଜନକ ବିସ୍ଫୋରଣ ହୋଇଛି । ଅଧିକ ପଢ଼ନ୍ତୁ

suspected blast by villagers at lalian village in jammu
Blast In Jammu: ମୋଦିଙ୍କ ଗସ୍ତ ପୂର୍ବରୁ ପୁଣି ବିସ୍ଫୋରଣ

ଶ୍ରୀନଗର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁକାଶ୍ମୀର ଗସ୍ତ ପୂର୍ବରୁ ପୁଣି ଅଶାନ୍ତ ହୋଇଛି ଜମ୍ମୁ । ବିଷ୍ଣା ସହରର ଲଲିଆନା ଗ୍ରାମରେ ଏକ ଖୋଲା ପଡ଼ିଆରେ ସନ୍ଦେହଜନକ ବିସ୍ଫୋରଣ ହୋଇଛି । ପାଲିଠାରେ ଆୟୋଜିତ ହୋଇଥିବା ମୋଦିଙ୍କ ସମାରୋହଠାରୁ 7-8 କିମି ଦୂରତା ମଧ୍ୟରେ ଏହି ବିସ୍ଫୋରଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚଦନ୍ତ ଆରମ୍ଭ କରିଛି।

ଆଜି ପଞ୍ଚାୟତରାଜ ଦିବସରେ ଜମ୍ମୁକାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ମୋଦି ପାଲିରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଆଜି ସକାଳୁ ଜମ୍ମୁରେ ପୁଣି ଏକ ସନ୍ଦେହଜନକ ବିସ୍ଫୋରଣ ଘଟିଛି । ତେବେ ଗ୍ରାମର କେତେକ ଲୋକଙ୍କ ଦ୍ବାରା ବିସ୍ଫୋରଣ କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ ବଜ୍ରପାତ ଯୋଗୁଁ ମଧ୍ୟ ଏଭଳି ହୋଇଥାଏ ବୋଲି ଅନୁମାନ କରୁଛି ପୋଲିସ । ବିସ୍ଫୋରଣ ଘଟିଥିବା ସ୍ଥାନରେ ଦେଢଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

  • A suspected blast was reported by villagers in open agricultural land in Lalian village, Bishnah, Jammu. Police is suspecting a lightning strike or a meteorite. Investigation underway: Jammu & Kashmir Police pic.twitter.com/Eyi25d59pf

    — ANI (@ANI) April 24, 2022 " class="align-text-top noRightClick twitterSection" data=" ">

@ANI

Last Updated : Apr 24, 2022, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.