ETV Bharat / bharat

ଥାଇରଏଡରେ ପୀଡିତ ହେବାରୁ ଆତ୍ମହତ୍ୟା କଲେ ବିଜେପି ନେତା

କର୍ଣ୍ଣାଟକରେ ବିଜେପି ନେତାଙ୍କ ଆତ୍ମହତ୍ୟା । ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ବେଙ୍ଗାଲୁରୁ ହିରୋହଲ୍ଲୀ ଓ୍ବାଡର ବିଜେପି ନେତା ଅନନ୍ତରାଜୁ । ଅଧିକ ପଢନ୍ତୁ

ଥାଇରଏଡରେ ପୀଡିତ ହେବାରୁ ଆତ୍ମହତ୍ୟା କଲେ  ବିଜେପି ନେତା
ଥାଇରଏଡରେ ପୀଡିତ ହେବାରୁ ଆତ୍ମହତ୍ୟା କଲେ ବିଜେପି ନେତା
author img

By

Published : May 13, 2022, 10:55 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ନେତାଙ୍କ ଆତ୍ମହତ୍ୟା । ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ବେଙ୍ଗାଲୁରୁ ହିରୋହଲ୍ଲୀ ଓ୍ବାଡର ବିଜେପି ନେତା ଅନନ୍ତରାଜୁ । ଗତକାଲି ବାଇଡାରାହାଲ୍ଲୀ ଠାରେ ଥିବା ତାଙ୍କ ବାସଗୃହରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୪୬ ବର୍ଷ ହୋଇଥିଲା । ଏନେଇ ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ ଅନନ୍ତରାଜୁ ଥାଇରଏଡ ରୋଗରେ ପୀଡିତ ଥିଲେ , ଏଥି ପାଇଁ ଚିନ୍ତାଗ୍ରସ୍ତ ଥିବାରୁ ସେ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି ମୃତ ବିଜେପି ନେତାଙ୍କ ଭାଇ । ଗତକାଲି ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଘଟିଥିଲା । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.