ETV Bharat / bharat

ଆଜି ନିର୍ବାଚନ ଆୟୋଗକୁ ଭେଟିବ ବିଜେପି ପ୍ରତିନିଧି ଦଳ

ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ବିଶେଷ କରି ପଶ୍ଚିମବଙ୍ଗରେ ଲାଗି ରହିଥିବା ନିର୍ବାଚନୀ ହିଂସାକୁ ନେଇ ଆଜି ବିଜେପିର ଏକ ପ୍ରତିନିିଧି ଦଳ ନିର୍ବାଚନ ଆୟେଗଙ୍କୁ ଭେଟିବେ । ଅଧିକ ପଢନ୍ତୁ...

ବିଜେପି ପ୍ରତିନିଧି ଦଳ
ବିଜେପି ପ୍ରତିନିଧି ଦଳ
author img

By

Published : Apr 11, 2021, 2:56 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମୁଖତର ଆବାସ ନାକ୍ବଭିଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ଏବଂ ଅନ୍ୟ ନେତୃବୃନ୍ଦ ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ଭେଟିବେ । ବିଜେପି ଦଳିତ ନେତା ହସଂ ରାଜ ଏବଂ ଦୁଷ୍ମନ୍ତ ଗୌତମ ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ସୂଚନାଅନୁସାରେ ବିଭିନ୍ନ ସମସ୍ୟା ବିଶେଷ କରି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଜେପିର ରାଜନୈତିକ ସ୍ଥିତି ସମ୍ବନ୍ଧରେ ଆଲୋଚନା କରାଯିବ । ଶନିବାର ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ କୋଚ ବିହାର ବୁଥରେ ବିସ୍ଫୋରଣ ହୋଇଥିଲା । ବଙ୍ଗରେ ନିର୍ବଚନୀ ହିଂସା ଲାଗି ରହିଛି । କେନ୍ଦ୍ର ପାଇଁ ଟିଏମସିର ଚାରିଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ବୋଲି ଟିଏମସି ଅଭିଯୋଗ କରିଛି ।

ବଙ୍ଗର ହୁଗୁଳିରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ବିଜେପି ନେତା ଲୋକେଟ ଚାଟାର୍ଚ୍ଚୀଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା । ଏହା ସହିତ ଜଣେ ସମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା କଥା କହିଛନ୍ତି ବିଜେପି ନେତା ଲୋକେଟ ଚାଟାର୍ଚ୍ଚୀ । ଏହି ସମସ୍ୟାକୁ ନେଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କୁ ଭେଟିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.