ETV Bharat / bharat

Bihar Politics: ରାଜ୍ ତିଲକ୍ କି କରୋ ତୈୟାରୀ, ଆ ରହେ ହୈ ଲଣ୍ଠନ ଧାରୀ: ଲାଲୁଙ୍କ ଝିଅ

author img

By

Published : Aug 9, 2022, 5:52 PM IST

ବିହାର ରାଜନୀତିର ଏହି ଓଲଟପାଲଟ ମଧ୍ୟରେ ଏବେ ଆରଜେଡି ନେତା ଜେତସ୍ବୀ ଯାଦବଙ୍କ ଉଭଣୀ ତଥା ଲାଲୁ ଯାଦବଙ୍କ ସାନ ଝିଅ ରୋହିଣୀ ଯାଦବ (Rohini Acharya) ଆଚାର୍ଯ୍ୟଙ୍କ ଏକ ଟ୍ବିଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟଣା/ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ( Chief Minister Nitish Kumar ) । ଅପରାହ୍ନ 4 ଟା ପୂର୍ବରୁ ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହ୍ବାନ (Phagu Chauhan Governor of Bihar) ଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ନୀତିଶ ଇସ୍ତଫା ଦେବା ପରେ ନୂଆ ସରକାର ଗଠନ ପାଇଁ ମଧ୍ୟ ପ୍ରକ୍ରିୟାକୁ ଯୋରଦାର କରିଛନ୍ତି । କାରଣ ଇସ୍ତଫା ଦେବା ପରେ ନୀତିଶ ସିଧା ରାଜଭବନରୁ ରାବଡୀ ଦେବୀଙ୍କ ବାସଭବନକୁ ଯାଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଆଜି ହିଁ ମହାମେଣ୍ଟ ସରକାର ଗଠନ ପାଇଁ ଦାବି କରିବେ ।

  • "राजतिलक की करो तैयारी आ रहे हैं , लालटेन धारी "✌️ pic.twitter.com/R0pYeaU2mN

    — Rohini Acharya (@RohiniAcharya2) August 9, 2022 " class="align-text-top noRightClick twitterSection" data=" ">

ସେପଟେ ଏନଡିଏ ସରକାର ଭାଙ୍ଗିବା, ବିଜେପି କ୍ଷମତାଚ୍ୟୁତ ହେବା ପରେ ଉତ୍ସବ ମନାଉଛନ୍ତି ରାଷ୍ଟ୍ରୀୟ ଜନତା ଦଳ (RJD) ନେତା କର୍ମୀ । ନୂଆ ସରକାର ଗଠନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଦଳୀୟ କର୍ମୀ ଶୁଭେଛା ଅଭିନ୍ଦନନର ବାର୍ତ୍ତା ପଠାଇବାରେ ଲାଗିଲେଣି ।

  • शंखनाद!
    पहले दी पँख अब देंगे उड़ान।

    चाणक्य मतलब बिहार
    बिहारी मतलब चाणक्य

    फर्ज़ी चाण्क्यगिरी बिहार के बाहर चलाइयेगा।

    बोले बिहार- तेजस्वी भवः सरकार💚@yadavtejashwi pic.twitter.com/Lo2oFsmukg

    — Raj Lakshmi Yadav راج لکشمی (@Rajlakshmiyadav) August 9, 2022 " class="align-text-top noRightClick twitterSection" data=" ">

ବିହାର ରାଜନୀତିର ଏହି ଓଲଟପାଲଟ ମଧ୍ୟରେ ଏବେ ଆରଜେଡି ନେତା ଜେତସ୍ବୀ ଯାଦବଙ୍କ ଉଭଣୀ ତଥା ଲାଲୁ ଯାଦବଙ୍କ ସାନ ଝିଅ ରୋହିଣୀ ଯାଦବ (Rohini Acharya) ଆଚାର୍ଯ୍ୟଙ୍କ ଏକ ଟ୍ବିଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ରୋହିଣୀ ଯେଉଁ ଭିଡିଓକୁ ଟ୍ବିଟରରେ ପୋଷ୍ଟ କରିଛନ୍ତି ତାହାର କ୍ୟାସନ ଲେଖିଛନ୍ତି ‘‘ରାଜ୍ ତିଲକ୍ କି କରୋ ତୈୟାରୀ ଆ ରହେ ହୈ ଲାଲଟେନ ଧାରୀ’’ । ଏହାସହ ଅନ୍ୟ ଏକ ଟ୍ବିଟରେ ରୋହିଣୀ କ୍ୟାପସନ ଲେଖିବା ସହ ଲାଲୁଙ୍କୁ କିଙ୍ଗମେକର ବୋଲି କହିଛନ୍ତି ।

  • आसमान की बुलंदी से भी ऊंचा उनका ईमान है
    जनता-जनार्दन का जो अभिमान हैं🙏 pic.twitter.com/STxIHZ2GWI

ସେହିପରି ଲାଲୁଙ୍କ ଅନ୍ୟ ଏକ ଝିଅ ଚନ୍ଦା ଯାଦବ (Chanda Yadav) ମଧ୍ୟ ଟ୍ବିଟ କରିବା ସହ ତେଜସ୍ବୀ ଭବଃ ବିହାର ଲେଖିଛନ୍ତି । ସେହିଭଳି ଲାଲୁଙ୍କ ଆଉ ଜଣେ ଝିଅ ରାଜଲକ୍ଷ୍ମୀ ଯାଦବ (Daughter of Lalu Prasad Raj Lakshmi Yadav) ମଧ୍ୟ ଟ୍ବିଟ କରି ଲେଖିଛନ୍ତି ଚାଣକ୍ୟ ମତଲବ ବିହାର, ବିହାରୀ ମତଲବ ଚାଣକ୍ୟ ଲେଖିଛନ୍ତି । ଏହାବାଦ ନିଜର ପିତାଙ୍କ କିଛି ପୁରୁଣା ଫଟୋ ପୋଷ୍ଟ କରି ସ୍ମୃତି ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.