ପାଟନା: ବିହାରର ନାଳନ୍ଦା ଏବଂ ସାଲାରମରେ ହିଂସା ଥମିବାର ନାଁ ନେଉନାହିଁ । ଏହାକୁ ଦୃଷ୍ଟିରେ ରଖି ଡିଜିପି ଆରଏସ ଭଟ୍ଟୀ ଉଭୟ ଜିଲ୍ଲାର ସୁରକ୍ଷା ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ହିଂସାକୁ ନେଇ ପୁରା ଦେଶରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଡିଜି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ନିଜର ଟିମ ସହ ନାଳନ୍ଦାରେ ରହିଛନ୍ତି ଡିଜି । ତେବେ ହିଂସା ପରଠାରୁ କମିଶନର କୁମାର ରବି ଏବଂ ଡିଆଜି ରାକେଶ କୁମାର ସାଠୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେବେ ଏଟିଏସ ଏସ୍ପି ସଞ୍ଜୟ କୁମାର ସିଂଙ୍କୁ ନାଳନ୍ଦାର ଅତିରିକ୍ତ ପୋଲିସ ଅଧିକ୍ଷକ କରିଛନ୍ତି । ସେ ପୁରା ପରିସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରକାଶଥାଉକି, ସଞ୍ଜୟ କୁମାର ଭୋଜପୁରର ଏସପି ରହିଛନ୍ତି ।
-
अभी स्थिति नियंत्रण में है। हादसे में एक की मृत्यु हुई है, 77 लोगों को गिरफ्तार किया गया है। दोषियों पर कार्रवाई होगी। हम लगातार गश्ती कर रहे हैं। 3 पैरामिलिट्री की कंपनी लगाई गई है। हमारी कोशिश है कि शांति बनी रहे। पुलिस ने समय पर लोगों को बचाया। हम लगातार लोगों से अपील कर रहे… pic.twitter.com/TP9nIQaSek
— ANI_HindiNews (@AHindinews) April 2, 2023 " class="align-text-top noRightClick twitterSection" data="
">अभी स्थिति नियंत्रण में है। हादसे में एक की मृत्यु हुई है, 77 लोगों को गिरफ्तार किया गया है। दोषियों पर कार्रवाई होगी। हम लगातार गश्ती कर रहे हैं। 3 पैरामिलिट्री की कंपनी लगाई गई है। हमारी कोशिश है कि शांति बनी रहे। पुलिस ने समय पर लोगों को बचाया। हम लगातार लोगों से अपील कर रहे… pic.twitter.com/TP9nIQaSek
— ANI_HindiNews (@AHindinews) April 2, 2023अभी स्थिति नियंत्रण में है। हादसे में एक की मृत्यु हुई है, 77 लोगों को गिरफ्तार किया गया है। दोषियों पर कार्रवाई होगी। हम लगातार गश्ती कर रहे हैं। 3 पैरामिलिट्री की कंपनी लगाई गई है। हमारी कोशिश है कि शांति बनी रहे। पुलिस ने समय पर लोगों को बचाया। हम लगातार लोगों से अपील कर रहे… pic.twitter.com/TP9nIQaSek
— ANI_HindiNews (@AHindinews) April 2, 2023
ହିଂସା ଭିତରେ ବୋମା ବିସ୍ଫୋରଣ: ସାସରାମର ନଗର ପୋଲିସ ଷ୍ଟେସନ ପରିସରର ମୋଚି ଟୋଲାରୁ ବୋମା ବିସ୍ଫୋରଣ ଖବର ସାମ୍ନାକୁ ଆସିଛି । ସକାଳ ୪ଟା ବେଳେ ବୋମା ବିସ୍ଫୋରଣ କରିଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣ ପରେ ଘଟଣାସ୍ଥଳକୁ ଏସଏସବି ଯବାନଙ୍କୁ ପଠାଯାଇଛି । ଏହାସହ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଉଛି । ଏନେଇ ଏଏସଆଇ ରାମନରେଶ ସିଂହ କହିଛନ୍ତି, "ଆମେ ଡ୍ୟୁଟିରେ ରହିଥିଲୁ । ହଠାତ ବିସ୍ଫୋରଣର ଶବ୍ଦ ଶୁଭାଗଲା । ବୋମା କି ବାଣ ଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଆମେ ଘଟଣାସ୍ଥଳକୁ ଗଲାବେଳ ଚାରିଆଡେ ଧୂଆଁମୟ ହୋଇଯାଇଥିବା ବେଳେ କେହି ନଥିଲେ ।"
-
बिहार: रोहता के ससासाराम में एक फिर एक बम धमाके की खबर सामने आई।
— ANI_HindiNews (@AHindinews) April 3, 2023 " class="align-text-top noRightClick twitterSection" data="
स्टेशन हाउस ऑफिसर संतोष कुमार ने बताया, "हमें लोगों द्वारा बताया गया कि किसी चीज़ की आवाज़ आई है। घटना स्थल पर पहुंचने पर पता चला कि वहां पटाखा जैसी कुछ आवाज़ आई थी। इसके अतिरिक्त कुछ विशेष बात नहीं है।" pic.twitter.com/bVPd60aJny
">बिहार: रोहता के ससासाराम में एक फिर एक बम धमाके की खबर सामने आई।
— ANI_HindiNews (@AHindinews) April 3, 2023
स्टेशन हाउस ऑफिसर संतोष कुमार ने बताया, "हमें लोगों द्वारा बताया गया कि किसी चीज़ की आवाज़ आई है। घटना स्थल पर पहुंचने पर पता चला कि वहां पटाखा जैसी कुछ आवाज़ आई थी। इसके अतिरिक्त कुछ विशेष बात नहीं है।" pic.twitter.com/bVPd60aJnyबिहार: रोहता के ससासाराम में एक फिर एक बम धमाके की खबर सामने आई।
— ANI_HindiNews (@AHindinews) April 3, 2023
स्टेशन हाउस ऑफिसर संतोष कुमार ने बताया, "हमें लोगों द्वारा बताया गया कि किसी चीज़ की आवाज़ आई है। घटना स्थल पर पहुंचने पर पता चला कि वहां पटाखा जैसी कुछ आवाज़ आई थी। इसके अतिरिक्त कुछ विशेष बात नहीं है।" pic.twitter.com/bVPd60aJny
ଅନ୍ୟପଟେ ଡିଜିପି ପ୍ରଥମେ ନାଳନ୍ଦାରେ ପହଞ୍ଚିବା ପରେ ସର୍କିଟ ହାଉସରେ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ସ୍ଥତି ନେଇ ଆଲୋଚନା କରିଥିଲେ । ତେବେ ହିଂସାରେ ଗିରଫ କରାଯାଇଥିବା ଅଭିଯୁକ୍ତଙ୍କୁ ସର୍କିଟ ହାଉସରେ ହିଁ ପଚରାଉଚରା କରାଯାଉଛି । ଏନେଇ ନାଳନ୍ଦା ଏସପି ଅଶୋକ ମିଶ୍ର କହିଛନ୍ତି, "ବିହାର ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ୭୭ଜଣଙ୍କୁ ଗିରଫ କରାଯାଇଛି । ଶାନ୍ତି ବଜାୟୀ ରଖିବା ପାଇଁ ଫ୍ଲାଗମାର୍ଚ୍ଚ ଜାରି ରହିଛି । ତେବେ ଆସନ୍ତାକାଲି ଯାଏଁ ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ବିଳମ୍ବିତ ରାତିରେ ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସମସ୍ତ ସ୍କୁଲକୁ ମଧ୍ୟ ୪ ତାରିଖ ଯାଏଁ ବନ୍ଦ କରାଯାଇଛି ।"
ଅନ୍ୟପଟେ ଏହି ଘଟଣାକୁ ନେଇ ଡିଜିପି କହିଛନ୍ତି, "ହିଂସା ସହ ଜଡିତ କୌଣସି ଲୋକଙ୍କୁ ରକ୍ଷା ମିଳିବ ନାହିଁ । ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ୯ଟି ପାରାମିଲେଟାରୀ ଫୋର୍ସ ନିୟୋଜିତ ରହିଛନ୍ତି । ଉଭୟ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୧୦୯ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ପରେ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"ପ୍ରକାଶଥାଉକି, ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଗୁଲଶନ କୁମାରଙ୍କ ପରିବାରକୁ ବିହାର ପ୍ରଶାସନ ପକ୍ଷରୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ଘୋଷଣା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ