ETV Bharat / bharat

ବିହାର ନିର୍ବାଚନରେ ଜେଡିୟୁର ଖରାପ ପ୍ରଦର୍ଶନ, କୋରୋନାକୁ ଦାୟୀ କଲେ କେସି ତ୍ୟାଗି - ବିହାର ନିର୍ବାଚନ

ବିହାର ନିର୍ବାଚନରେ କେଉଁଠି ନାଁ କେଉଁଠି ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଜେଡିୟୁ ନିଜର ଖରାପ ପ୍ରଦର୍ଶନ ପାଇଁ କୋରୋନାକୁ ଦାୟୀ କରିଛି । ଅଧିକ ପଢନ୍ତୁ...

ବିହାର ନିର୍ବାଚନରେ ଜେଡିୟୁିର ଖରାପ ପ୍ରଦର୍ଶନ, କୋରୋନାକୁ ଦାୟୀ କଲେ କେସି ତ୍ୟାଗି

author img

By

Published : Nov 10, 2020, 12:05 PM IST

Updated : Nov 11, 2020, 3:04 PM IST

ପାଟନା: ବିହାର ନିର୍ବାଚନର ପ୍ରାଥମିକ ଟ୍ରେଣ୍ଡ୍‌ରେ ଆରଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଚେହେରାରେ ନିର୍ବାଚନ ଲଢୁଥିବା ଏନଡିଏ କ୍ରମାଗତ ଭାବରେ ଆରଜେଡି ଠାରୁ ଆଗରେ ରହିଛି । ହେଲେ ଏହି ନିର୍ବାଚନରେ କେଉଁଠି ନାଁ କେଉଁଠି ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଜେଡିୟୁ ନିଜର ଖରାପ ପ୍ରଦର୍ଶନ ପାଇଁ କୋରୋନାକୁ ଦାୟୀ କରିଛି ।

ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗି ଦଳର ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଲୋକସଭା ନିର୍ବାଚନ ହିସାବରେ ଏଥର ବିଧାନସଭା ନିର୍ବାଚନରେ ମଧ୍ୟ 200ରୁ ଅଧିକ ଆସନ ଜିତିବା ଲକ୍ଷ୍ୟରେ ଥିଲା ଏନଡିଏ । ହେଲେ ନିର୍ବାଚନରେ ଫିକା ପଡିଛି ‘ବ୍ରାଣ୍ଡ୍‌ ନୀତିଶ’ ଛବି । ତେବେ କୋରୋନା ଭାଇରସ କାରଣରୁ ଏପରି ପ୍ରଦର୍ଶନ ଖରାପ ହୋଇଥିବା କହିଛନ୍ତି ଜେଡିୟୁ ନେତା କେସି ତ୍ୟାଗି ।

ତ୍ୟାଗି କହିଛନ୍ତି, ଏଥର ଯଦି ଆମେ ହାରୁ ତାହେଲେ ଏଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ହିଁ ଦାୟୀ । ଆମେ ଜନସାଧାରଣଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବୁ । କୋରୋନା ମହାମାରୀ କାରଣରୁ ଆମେ ପଛରେ ଅଛୁ ବୋଲି କହିଛନ୍ତି କେସି ତ୍ୟାଗି ।

Last Updated : Nov 11, 2020, 3:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.