ETV Bharat / bharat

ଆସନ୍ତାକାଲି ହାଜର ହେବା ପାଇଁ ସମନ, ଅଧିକ ସମୟ ମାଗିଲେ ନୁପୂର ଶର୍ମା - ବିବାଦୀୟ ବୟାନ ଘଟଣା

ଆସନ୍ତାକାଲି ହାଜର ହେବା ପାଇଁ ନୁପୂର ଶର୍ମାଙ୍କୁ ସମନ ଜାରି କଲା ମହାରାଷ୍ଟ୍ରର ଭିଓ୍ବାନ୍ଦି ପୋଲିସ । ସମୟ ମାଗିଲେ ଶର୍ମାଙ୍କ ଓକିଲ । ଦାଏର ହୋଇଛି ଏକାଧିକ ଏତଲା । ଅଧିକ ପଢନ୍ତୁ

କାଲି ହାଜର ହେବା ପାଇଁ ନୁପୂର ଶର୍ମାଙ୍କୁ ସମନ, ସମୟ ମାଗିଲେ ଶର୍ମା

author img

By

Published : Jun 12, 2022, 10:44 PM IST

ମୁମ୍ବାଇ: ଧର୍ମୀୟ ବିବାଦ ମାମଲାରେ ଛନ୍ଦି ହୋଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ନୋଟିସ ଜାରି କରିଛି ମହାରାଷ୍ଟ୍ରର ଭିଓ୍ବାନ୍ଦି ପୋଲିସ । ଆସନ୍ତକାଲି (ଜୁନ 13) ରେ ହାଜର ହୋଇ ଜେରାର ସମ୍ମୁଖୀନ ହେବା ପାଇଁ ସମନରେ ଦର୍ଶାଇଛି ପୋଲିସ । ତେବେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି ଶର୍ମାଙ୍କ ଓକିଲ ।

  • Controversial religious remark row | Maharashtra: Bhiwandi city police in Thane district summons suspended BJP leader Nupur Sharma; asks her to appear for enquiry in the matter tomorrow, June 13.

    — ANI (@ANI) June 12, 2022 " class="align-text-top noRightClick twitterSection" data=" ">

ଇସାଲମୀୟ ମହାପୁରଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡୁଆରେ ରହିଛନ୍ତି ନୁପୂର ଶର୍ମା । ଦଳ ତାଙ୍କୁ ନିଲମ୍ବିତ କରିସାରିଥିବା ବେଳେ ଏକାଧିକ ଥାନାରେ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ଦେଶର ବିଭିନ୍ନ ସ୍ଥାନରେ ନୁପୂରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ଓ ହିଂସା ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.