ETV Bharat / bharat

ଯୁବକଙ୍କ ନିକଟକୁ ପାକିସ୍ତାନରୁ ଆସିଲା ଭିଡିଓ କଲ, ବମ କେଉଁଠି ରଖିବାକୁ ପଚରାଗଲା ପ୍ରଶ୍ନ - bomb

ପାକିସ୍ତାନ ପଟୁ ହରିୟାଣାର ଯୁବକଙ୍କ ନିକଟକୁ ଆସିଲା ଫୋନ କଲ । ବମ କେଉଁଠି ରଖିବା ନେଇ ଯୁବକଙ୍କୁ ପ୍ରଶ୍ନ କଲେ ଦୁର୍ବୁତ୍ତ । ପୋଲିସର ତଦନ୍ତ ଜାରି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 15, 2019, 3:30 PM IST

Updated : Jun 18, 2019, 10:55 AM IST

ଚଣ୍ଡିଗଡ: ହରିୟାଣାର ହାଂସିରେ ଜଣେ ଯୁବକ ନିକଟକୁ ଭିଡିଓ କଲ ଆସିବା ପରେ ଉକ୍ତ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଯାଇଛି । ପ୍ରାଥମିକ ତଦନ୍ତରୁ ଏହି କଲ ପାକିସ୍ତାନରୁ ଆସିଥିବା ଜଣାପଡିଛି । ତେବେ ଭିଡିଓ କଲ ପାଇଥିବା ବ୍ୟକ୍ତି ଜଣକ ହେଲେ କୋଠୀ ଅଞ୍ଚଳରେ ରହୁଥିବା ଶନ୍ନି ବତରା ।

ହ୍ବାଟସ ଆପରେ ପ୍ରଥମେ ଭିଡିଓ କଲ ଆସିବା ସନ୍ନି ନିକଟସ୍ଥ ପୋଲିସ ଷ୍ଟେସନରେ ଆସି ସମସ୍ତ ଘଟଣା କହିଥିଲେ। ସନ୍ନିଙ୍କ କହିବାନୂଯାୟୀ, କଲ କରିଥିବା ବ୍ୟକ୍ତି ଜଣଙ୍କ କହିଲେ ଭାଇଜାନ କେସେ ହୋ । ଔର ବମ କାହାଁ ରଖନା ହୈ। ଏହାପରେ ସେ ଉକ୍ତ ବ୍ୟକ୍ତିଙ୍କୁ ଗାଳି ଦେବା ସହ ଫୋନ କାଟି ଦେଇଥିଲେ । ତେବେ ଇଣ୍ଡିଆ ଭିତରୁ ଯାହା ଫୋନ କଲ ଆସିଥାଏ ନମ୍ବର ଆଗରେ 91 ବୋଲି ଲେଖାଯାଇଥାଏ । କିନ୍ତୁ ସନ୍ନିଙ୍କ ପାଖକୁ ଆସିଥିବା 923108980283 ନମ୍ବର ଆଗରେ 92 ଲେଖା ହୋଇଛି ଯାହା ପାକିସ୍ତାନ ପଟୁ କଲ ଆସିଥିବା ସନ୍ଦେହ କରାଯାଉଛି ।

ଏହି ଫୋନ କଲେ ପରେ ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ହୋଇଯାଇଛି। ଆଉ ଘଟଣାର ତଦନ୍ତ ରଖିଛି ପୋଲିସ ।

Slug:- କୋଇଲା ଖଣି ଠିକା କର୍ମଚାରୀଙ୍କ ଆନ୍ଦୋଳନ ।
Format:- AVB , Dt:- 10-06-2019 
Report:- Rabi Narayan Sahu , Place:- Jharsuguda

Anchor: ୧୧ ଦଫା ଦାବିରେ ମହାନଦୀ କୋଇଲା ଖଣି ଠିକା ଶ୍ରମିକ ଓଡିଶା କୋଲଫିଲଡ଼ ୱାର୍କର ସଂଘ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନ ଯୋଗୁଁ ଲଖନପୁର କୋଇଲା ଖଣି କ୍ଷେତ୍ରର ଏମ୍‌ସିଏଲ୍‌ର ଥିବା VFPL , JJ, JC ଓ  ଅନ୍ୟାନ୍ୟ କମ୍ପାନୀର ଠିକା କର୍ମଚାରୀ ମନେ ଆନ୍ଦୋଳନ କରୁଥିବା ରୁ କୋଇଲା ଖଣିରେ କୋଇଲା ଉତ୍ପାଦନ ଓ ପରିବହନ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। 
ଠିକା ଶ୍ରମିକ ସଂଘର ସଦସ୍ୟମାନେ ଆଜି ଲଖନପୁର ଖଣି କ୍ଷେତ୍ରର ପର୍ସିନାଲ  ଅଫିସର ଅଫିସ ସମୁଖରେ ଏକତ୍ରିତ ହୋଇଥିଲେ। ତେବେ ଖଣି କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେବା ପରେ ଯାଇ ଆନ୍ଦୋଳନରୁ ଓହରିବାକୁ ସଂଘ ନିଷ୍ପତ୍ତି ହୋଇଛି । ତଦନୁଯାୟୀ, ଆସନ୍ତାକାଲି ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଇ ସୂଚନାଯୋଗ୍ୟ।
ପ୍ରକାଶଥାଉକି, ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ, ବାଇଓମେଟ୍ରିକ୍‌ ପଦ୍ଧତିରେ ଉପସ୍ଥାନ, ୩୯ ଛଟେଇ ଠିକା ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ଠିକା ଶ୍ରମିକଙ୍କୁ ବୋନସ , ପେ ସ୍ଲିପ ଓ ଛୁଟି ବ୍ୟବସ୍ଥା , ସୁରକ୍ଷା ଉପକରଣ ଆଦି ବିଭିନ୍ନ ଦାବିରେ ସଂଘ ଏହି ଆନ୍ଦୋଳନ ଚଳାଇଛି।

ଠିକା ସଂସ୍ଥାର ପରିଚାଳକ କହିଛନ୍ତି ଆନ୍ଦୋଳନ କି ଧର୍ମଘଟ ପାଇଁ ଆଗରୁ କୌଣସି ସୂଚନା ନଥିବା ସହିତ ଦାବି ପୂରଣ ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି ତାହା ସେ ଜାଣି ନାହାଁନ୍ତି କି ସେ ପଦକ୍ଷେପ ମଧ୍ୟ କେମିତି ନେବେ mcl ଦ୍ଵାରା ଯାହା ଚିଠି ମିଲଥିଲା ତାହାର ଜବାବ ଦେଇସାରିଛନ୍ତି । 
ଅନ୍ୟପକ୍ଷରେ mcl କର୍ତ୍ତୃପକ୍ଷଙ୍କ କୌଣସି ସୂଚନା ମିଳିପାରିନାହିଁ ।

Byte1:- ଫ୍ରାଂସିସ ଯୋଜୋ ତିର୍କୀ , ଆନ୍ଦୋଳନ କରୁଥିବା ଡ୍ରାଇଭର
Byte2:-  ଜିନିଦ ସାମଦ , ସମ୍ପାଦକ , ଓଡିଶା କୋଲଫିଲଡ଼ ୱାର୍କର ସଂଘ
Byte3:- ଭି ପି ସିଂ , ଜି ଏମ , VEPL

Last Updated : Jun 18, 2019, 10:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.