ETV Bharat / bharat

ପ୍ରେମ ସଂପର୍କ ରଖିବାରୁ ନାବାଳକକୁ ପିଟିପିଟି ହତ୍ୟା: 4 ଅଭିଯୁକ୍ତ ଗିରଫ - ଝାଗଡିଆ

ଆଦିବାସୀ ଝିଅ ସହ ପ୍ରେମ ସଂପର୍କ ରଖିବାରୁ ଜଣେ ମୁସଲିମ ନାବାଳକକୁ ପିଟିପିଟି ହତ୍ୟା କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 28, 2019, 1:59 PM IST

ଗାନ୍ଧୀନଗର: ଆଦିବାସୀ ଝିଅ ସହ ପ୍ରେମ ସଂପର୍କ ରଖିବାରୁ ଜଣେ ମୁସଲିମ ନାବାଳକକୁ ପିଟିପିଟି ହତ୍ୟା କରାଯାଇଛି । ହତ୍ୟାରେ ସଂପୃକ୍ତ ଥିବା ଅଭିଯୋଗରେ 4ଜଣଙ୍କୁ ପୋଲିସ ଗିରଫ କରିଛି । ମୃତକଙ୍କ ନାମ ଫୟାଜ(17) ।

ଝାଗଡିଆ ଅଞ୍ଚଳରେ ଗତ ଜୁଲାଇ 24 ତାରିଖରେ ଫୟାଜଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଏହାପରେ ପରିବାର ପକ୍ଷରୁ ଝାଗଡିଆ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ 4ଜଣଙ୍କୁ ଗିରଫ କରିଛି । ଫୟାଜ 5ଜଣ ସାଙ୍ଗଙ୍କ ସହିତ ଅଙ୍କଲେଶୱାର ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଫୟାଜଙ୍କ ପିତା କହିଛନ୍ତି । ତାଙ୍କ ପୁଅ ସହ ଅନ୍ୟାୟ ହୋଇଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି ପୋଲିସ କହିଛି ।

Intro:ଜୁଲାଇ 31 ରେ ଆସିବ ଇଣ୍ଡିଆନ ଏୟାରଫୋର୍ସ ର ଗେମ

ଇଣ୍ଡିଆନ ଏୟାରଫୋର୍ସ ର ଗେମ ଆସିବ ଏବେ ଆପଣଙ୍କ ମେବାଇଲ ରେ। ଦିନ କୁ ଦିନ ଯୁବ ପିଢି ମୋବାଇଲ ଗେମ ରେ ଖେଳୁ ଥିବାର ନଜର ଆସୁଥିବା ବେଳେ ଇଣ୍ଡିଆନ ଏୟାରଫୋର୍ସ ଲଞ୍ଚ କରୁଛି ନିଜର ଗେମ। ଯାହା ଆଗାମୀ 31 ଜୁଲାଇ ରେ ଲଞ୍ଚ ହେବ। ଏହି ଗେମ ରେ କିଭଳି ଇଣ୍ଡିଆନ ଏୟାରଫୋର୍ସ କାମ କରେ ତାହା ଖେଳ ମଧ୍ୟମ ରେ ଜଣାଇଛି। କିଛି ଦିନ ପୂର୍ବରୁ ଇଣ୍ଡିଆନ ଏୟାରଫୋର୍ସ ଏହାକୁ ଟୁଇଟ କରିଜଣାଇଥିବା ବେଳେ ଆଗାମୀ 31 ରେ ଏହା ମେବାଇଲ ରେ ଉପଲବ୍ଧ ହେବ।
ବାଇଟ ଚିରାଗ ରଥ
ସାଇବର ଏକ୍ସପଟ

Body:ଜୁଲାଇ 31 ରେ ଆସିବ ଇଣ୍ଡିଆନ ଏୟାରଫୋର୍ସ ର ଗେମ

ଇଣ୍ଡିଆନ ଏୟାରଫୋର୍ସ ର ଗେମ ଆସିବ ଏବେ ଆପଣଙ୍କ ମେବାଇଲ ରେ। ଦିନ କୁ ଦିନ ଯୁବ ପିଢି ମୋବାଇଲ ଗେମ ରେ ଖେଳୁ ଥିବାର ନଜର ଆସୁଥିବା ବେଳେ ଇଣ୍ଡିଆନ ଏୟାରଫୋର୍ସ ଲଞ୍ଚ କରୁଛି ନିଜର ଗେମ। ଯାହା ଆଗାମୀ 31 ଜୁଲାଇ ରେ ଲଞ୍ଚ ହେବ। ଏହି ଗେମ ରେ କିଭଳି ଇଣ୍ଡିଆନ ଏୟାରଫୋର୍ସ କାମ କରେ ତାହା ଖେଳ ମଧ୍ୟମ ରେ ଜଣାଇଛି। କିଛି ଦିନ ପୂର୍ବରୁ ଇଣ୍ଡିଆନ ଏୟାରଫୋର୍ସ ଏହାକୁ ଟୁଇଟ କରିଜଣାଇଥିବା ବେଳେ ଆଗାମୀ 31 ରେ ଏହା ମେବାଇଲ ରେ ଉପଲବ୍ଧ ହେବ।
ବାଇଟ ଚିରାଗ ରଥ
ସାଇବର ଏକ୍ସପଟ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.