ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବେ ଯୋଗୀ ସରକାର - lockdown

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗଇବେ ଯୋଗୀ ସରକାରୀ । ମନରେଗା ଅଧିନରେ ଦିଆଯିବ କାମ । ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେଲେ ଯୋଗୀ ସରକାର

author img

By

Published : Apr 19, 2020, 1:34 PM IST

ଲକ୍ଷ୍ନୌ: ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର । ରୋଜଗାର ଯୋଗାଇବେ ଉତ୍ତର ପ୍ରଦେଶ ସରକାର । ମନରେଗା ମାଧ୍ୟମରେ ଏମାନଙ୍କୁ କାମ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶାସନ ସଚିବ ମନୋଜ ସିଂ କହିଛନ୍ତି ।

ଯେଉଁ ଶ୍ରମିକମାନେ ଯେଉଁଠାରେ ଥିବେ ସେମାନଙ୍କୁ ମନରେଗା ଅଧୀନରେ ଆସୁଥିବା କାମ ମିଳିବ । ଏଥିପାଇଁ ଗ୍ରାମପଞ୍ଚାୟତ ଓ ବ୍ଲକ ଆଦିରୁ ଜବ କାର୍ଡ ଦିଆଯିବ। କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ 20 ଏପ୍ରିଲରେ ମନରେଗା କାମ ଆରମ୍ଭ ହେବାକୁ ଯାଉଛି । ଶ୍ରମିକଙ୍କ ପାରିଶ୍ରମକୁ 182ରୁ 201 ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଲକଡାଉନ ଅବଧି ମେ 3କୁ ବୃଦ୍ଧି କରାଯିବା ପରେ ସମସ୍ତ କାରଖାନା ଲକ ହୋଇପଡିଛି । ଫଳରେ ବ୍ୟାପକ ମାତ୍ରାରେ ଏମାନଙ୍କ ଆର୍ଥକ ଅବସ୍ଥାକୁ ପ୍ରଭାବିତ କରିଛି । ଯାହାକୁ ନଜରରେ ରଖି ଏମାନଙ୍କୁ କାମ ଦେବା ଆବଶ୍ୟକ ହୋଇପଡିଛି ।

ତାଲା ବନ୍ଦ ଯୋଗୁଁ ପ୍ରବାଭିତ ହୋଇଥିବା ପରିବାରକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁଯାୟୀ, ଜଳ ସଂରକ୍ଷଣ, ଜଳସେଚନ ଭଳି ଅନ୍ୟାନ୍ୟ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯିବ । ଏହା ସହ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଆୱାସ ଯୋଜନା ଭଳି ଶୌଚାଳୟ ନିର୍ମାଣ ପ୍ରକଳ୍ପକୁ ଅଗ୍ରାଧିକାର ଦିଆଯିବ । ଏହି ସମୟରେ ସାମାଜିକ ଦୂରତ୍ବକୁ ବାଜାୟୀ ରହିବ ବୋଲି କହିଛନ୍ତି ମନୋଜ ସିଂ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.