ETV Bharat / bharat

କୋରୋନା କୋପ: ଦିନ ମଜୁରିଆଙ୍କୁ ଆର୍ଥିକ ସହାୟତା ଯୋଗାଇବେ ଯୋଗୀ ସରକାର - COVID-19 ଭୟ

COVID-19 ଭୟ କାରଣରୁ ରାଜ୍ୟରେ ବନ୍ଦ ସମୟ ସୀମାକୁ ବଢାଇଲେ ଯୋଗୀ ସରକାର । ତେବେ ଏନେଇ ଦୈନିକ ବେତନ ପ୍ରାପ୍ତ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Yogi govt to give aid to daily wagers in corona times
ଦିନ ମଜୁରିଆଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ଯୋଗୀ ସରକାର
author img

By

Published : Mar 18, 2020, 10:13 AM IST

ଲକ୍ଷ୍ନୌ: ୟୁପି ସରକାରଙ୍କ ନୂଆ ଘୋଷଣା । COVID-19 ଭୟ କାରଣରୁ ରାଜ୍ୟରେ ବନ୍ଦ ସମୟ ସୀମା ବଢାଇଲେ ଯୋଗୀ ସରକାର । ତେବେ ଏନେଇ ଦୈନିକ ବେତନ ପ୍ରାପ୍ତ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।

କୃଷି ଓ ଶ୍ରମ ମନ୍ତ୍ରୀଙ୍କୁ ନେଇ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିବନ୍ଧକ କାରଣରୁ ଯେପରି ଦିନ ମଜୁରିଆ ପ୍ରଭାବିତ ନହୁଅନ୍ତି, ସେନେଇ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରାଯାଇଛି । ଆରଟିଜିଏସ୍ ଜରିଆରେ ଦିନ ମଜୁରିଆ, ତାଙ୍କ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ପରିମାଣ ପାଇବେ । କମିଟି ତିନି ଦିନ ମଧ୍ୟରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବେ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.