ETV Bharat / bharat

ଜେଲରେ ଯୋଗାଭ୍ୟାସ, ଯୋଗ କରିବେ 3 ହଜାର କଏଦୀ - yoga

ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ କୃଷ୍ଣାନନ୍ଦ ଦ୍ବିବେଦୀ ଜେଲରେ ଯୋଗ କରୁଥିବା ନଜର ଆସିଛନ୍ତି । ଶୁକ୍ରବାର ବିଶ୍ବ ଯୋଗ ଦିବସରେ କୃଷ୍ଣାନନ୍ଦଙ୍କ ନେତୃତ୍ବରେ 3000 କଏଦୀ ଯୋଗ କରିବା ନେଇ ଜଣାପଡିଛି ।

ଫାଇଲ ଫଟୋ
author img

By

Published : Jun 20, 2019, 5:55 PM IST

Updated : Jun 20, 2019, 6:57 PM IST

ଲକ୍ଷ୍ନୌ: ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ କୃଷ୍ଣାନନ୍ଦ ଦ୍ବିବେଦୀଙ୍କ ସଚେତନମୂଳକ ପଦକ୍ଷେପ । ଅନ୍ୟାନ୍ୟ କଏଦୀଙ୍କ ମଧ୍ୟରେ ସକରାତ୍ମକ ଭାବଧାରା ଆଣିବାକୁ ପ୍ରୟାସ କରିଛନ୍ତି କୃଷ୍ଣାନନ୍ଦ । ତେବେ ବିଶ୍ବ ଯୋଗ ଦିବସରେ ତାଙ୍କ ସହ ଯୋଗ କରିବେ 3 ହଜାର କଏଦୀ ।

ଯୋଗର ଲାଭ ମିଳିବା ପରେ କୃଷ୍ଣାନନ୍ଦ ଅନ୍ୟ କଏଦୀଙ୍କୁ ମଧ୍ୟ ଯୋଗ ଶିଖାଇବା ଆରମ୍ଭ କରି ଦେଇଛନ୍ତି ।
ଏବେ ଜେଲରେ ଅଧିକାଂଶ କଏଦୀଙ୍କ ଦିନଚର୍ଯ୍ୟାରେ ଯୋଗ ସାମିଲ ଥିବାବେଳେ କୃଷ୍ଣାନନ୍ଦ ଯୋଗଗୁରୁ ନାମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଜୁନ 21 ତାରିଖ ତଥା ଶୁକ୍ରବାର ହେବାକୁ ଥିବା ବିଶ୍ବ ଯୋଗ ଦିବସ ଅବସରରେ କୃଷ୍ଣାନନ୍ଦଙ୍କ ନେତୃତ୍ବରେ 3000 କଏଦୀ ଯୋଗ କରିବା ନେଇ ଜଣାପଡିଛି ।

Intro:Body:

blank

Conclusion:
Last Updated : Jun 20, 2019, 6:57 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.