ETV Bharat / bharat

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୧ ଲକ୍ଷକୁ ବୃଦ୍ଧି

ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟିରୁ ଅଧିକ ହୋଇଛି । ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୧୪ ହଜାର ୫୪୭କୁ ବୃଦ୍ଧି । ଅଧିକ ପଢନ୍ତୁ...

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୧୪ ହଜାର ୫୪୭କୁ ବୃଦ୍ଧି

author img

By

Published : Oct 18, 2020, 9:41 AM IST

ହାଇଦ୍ରାବାଦ: ଦିନକୁ ଦିନ ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟିରୁ ଅଧିକ ହୋଇଛି । ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

କୋଭିଡ19 ମହାମାରୀ କ୍ରମାଗତ ଭାବରେ ବ୍ୟାପିବାର ଲାଗିଛି । ସାରା ବିଶ୍ବର କୋରୋନା ପଜିଟିଭ୍ ସଂଖ୍ୟା ୩ କୋଟି 99 ଲକ୍ଷ 44 ହଜାର 126 ରହିଛି । ସେହିପରି ବିଶ୍ବରେ ୨ କୋଟି 9୮ ଲକ୍ଷ 84 ହଜାର 1୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା 11 ଲକ୍ଷ 14 ହଜାର 547 କୁ ବୃଦ୍ଧି ପାଇଛି । ସାରା ବିଶ୍ବର ଆମେରିକାର ସର୍ବାଧିକ କୋରୋନା ପଜିଟିଭଙ୍କ ସଂଖ୍ୟା ରହିଛି । ସେହିଭଳି ଭାରତ ସାରା ବିଶ୍ବରେ ଦ୍ବିତୀୟ ଏବଂ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.