ETV Bharat / bharat

ଭୋଟ ଦେଲେ ବିଶ୍ବର ସବୁଠାରୁ ଛୋଟ ମହିଳା

ଭୋଟ ଦେଲେ ବିଶ୍ବର ସବୁଠୁ ଛୋଟ ମହିଳା । ମହାରାଷ୍ଟ୍ରର ନାଗପୁର ନିର୍ବାଚନୀ ମଣ୍ଡଳୀରୁ ଭୋଟ ଦେଇଛନ୍ତି ଗିନିଜ ରେକର୍ଡର ହକଦାର ଜ୍ୟୋତି ଆମଗେ। ମତଦାନ କେନ୍ଦ୍ରର ଆକର୍ଷଣ ପାଲଟିଥିଲେ ଜ୍ୟୋତି।

ଫାଇଲ ଫଟୋ
author img

By

Published : Apr 11, 2019, 8:31 PM IST

ନାଗପୁର: ଭୋଟ ଦେଲେ ବିଶ୍ବର ସବୁଠୁ ଛୋଟ ମହିଳା। ମହାରାଷ୍ଟ୍ରର ନାଗପୁର ନିର୍ବାଚନୀ ମଣ୍ଡଳୀରୁ ସେ ଭୋଟ ଦେଇଛନ୍ତି । ତେବେ ପୋଲିଂ ବୁଥରେ ଭୋଟରଙ୍କ ଭିତରେ ସେ ପାଲଟିଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ । ନିଜେ ଭୋଟ ଦେବା ସହ ସେ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମହାରାଷ୍ଟ୍ରର 7 ନିର୍ବାଚନୀ ମଣ୍ଡଳୀରେ ସୁରୁଖୁରରେ ମତଦାନ ସଂଗ୍ରହ ହୋଇଛି । ନାଗପୁରରେ ଥିବା ପୋଲିଂ ବୁଥରେ ଭୋଟ ଦେବାକୁ ପହଞ୍ଚିଥିଲେ ବିଶ୍ବର ସବୁଠୁ ଛୋଟ ମହିଳା ଜ୍ୟୋତି ଆମଗୋ।

2011 ମସିହାରେ ଗିନିଜ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମ ସ୍ଥାନ ପାଇଥିଲା । ଜ୍ୟୋତିଙ୍କର ଉଚ୍ଚତା ମାତ୍ର 63 ସେଣ୍ଟିମିଟର ଓ ବୟସ 25 ବର୍ଷ । ସେ ଆଜି ଭୋଟ ଦାନ ପରେ ନିଜ ଫଟୋ ଫେସବୁକରେ ପୋଷ୍ଟ କରିଛନ୍ତି ।

Intro:Body:

ଭୋଟିଂ ବେଳେ ଫୁଟିଲା ଗୁଳି

ଲକ୍ଷ୍ନୌ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ମତଦାନରେ ସାମିଲ ହୋଇଛି ଦେଶ । ପ୍ରାୟତଃ ଦେଶରେ ସୁରୁଖୁରୁରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଅଶାନ୍ତ ହୋଇଛି ଆନ୍ଧ୍ର ପ୍ରଦେଶ । ସେପଟେ ଉତ୍ତର ପ୍ରଦେଶରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଭୋଟ ଗ୍ରହଣ କେନ୍ଦ୍ରରେ ଫୁଟିଛି ଗୁଳି । ଆଉ ତାହା ପୁଣି ସୁରକ୍ଷାକର୍ମୀଙ୍କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଛି । 

ଶାମଲି ପୋଲିଂବୁଥରେ ନିର୍ବାଚନୀ ଡ୍ୟୁଟିରେ ଥିବା ବିଏସଏଫ ଯବାନଙ୍କୁ ଗୁଳିମାଡ କରିବାକୁ ପଡିଛି । ବିନା ଭୋଟର ପରିଚୟ ପତ୍ରରେ ଏଠାରେ ମତଦାନ କରିବାକୁ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକେ । ଦାୟିତ୍ବରେ ଥିବା ପୋଲିଂ କର୍ମଚାରୀ ସେମାନଙ୍କୁ ଏଥିପାଇଁ ବାରଣ କରିବା ସତ୍ତ୍ବେ ବି ମାନି ନଥିଲେ ଉକ୍ତ ଲୋକେ । ପରିସ୍ଥିତି ଅଣାୟତ୍ତ ହେବାରୁ ବାଧ୍ୟ ହୋଇ ବିଏସଏଫ ଯବାନ ଫାଙ୍କା ଗୁଳି ଚଳାଇଥିବା କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ । 

ଏହି ଘଟଣା ପରେ ସେଠାରେ ମତଦାନକୁ ସ୍ଥଗିତ ରଖାଯାଇଛି ।  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.