ETV Bharat / bharat

ବିଶ୍ବ ପାଳୁଛି ଦ୍ବିତୀୟ ଗାନ୍ଧୀଙ୍କ ଜନ୍ମଦିବସ - ନେଲସନ ମାଣ୍ଡେଲା

ଆଜି ସାରା ବିଶ୍ବ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ନେଲସନ ମାଣ୍ଡେଲାଙ୍କ ଜନ୍ମଦିବସ ପାଳନ କରୁଛି । ମହାତ୍ମାଗାନ୍ଧୀଙ୍କ ପରେ ବିଶ୍ବରେ ମାଣ୍ଡେଲାଙ୍କୁ ଦ୍ବିତୀୟ ଗାନ୍ଧୀ କୁହାଯାଏ ।

ଫାଇଲ ଫଟୋ
author img

By

Published : Jul 18, 2019, 7:17 PM IST

ହାଇଦ୍ରାବାଦ: ଆଜି ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ନେଲସନ ମାଣ୍ଡେଲାଙ୍କ ଜନ୍ମଦିବସ । ଏହି ଅବସରରେ ସାରା ବିଶ୍ବ ପାଳନ କରୁଛି ନେଲସନ ମାଣ୍ଡେଲା ଦିବସ । ଶାନ୍ତି, ମାନବାଧିକାର, ଗଣତନ୍ତ୍ର ପାଇଁ ନେଲସନଙ୍କ କାର୍ଯ୍ୟକୁ ମନେ ପକାଇବାକୁ ଏହି ଦିବସ ପାଳନ କରାଯାଏ ।

ମହାତ୍ମାଗାନ୍ଧୀଙ୍କ ପରେ ବିଶ୍ବରେ ମାଣ୍ଡେଲାଙ୍କୁ ଦ୍ୱିତୀୟ ଗାନ୍ଧୀ କୁହାଯାଏ । ମାଡିବା ଭାବେ ସମଗ୍ର ଆଫ୍ରିକାରେ ପରିଚିତ ନେଲସନ ଶାନ୍ତି ପାଇଁ 1993ରେ ଜାତିସଙ୍ଘ ପକ୍ଷରୁ ପାଇଥିଲେ ନୋବେଲ ପୁରସ୍କାର । ସମଗ୍ର ଆଫ୍ରିକାରେ ବର୍ଣ୍ଣବୈଷ୍ଣମବାଦକୁ ସେ ବିରୋଧ କରିବା ସହ କଳାଗୋରା ଭେଦଭାବକୁ ଦୂର କରିଥିଲେ । ଏଥିପାଇଁ ସେ ଦୀର୍ଘ ବର୍ଷ ଧରି କଠିନ ସଂଗ୍ରାମ କରିଥିଲେ । ମେ 10 1994ରେ ସେ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।

ତାଙ୍କ ସମ୍ମାନରେ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ନେଲସନ ମାଣ୍ଡେଲା ଦିବସ ରୂପେ ପାଳନ କରାଯାଏ । ଏଥିପାଇଁ 2009 ନଭେମ୍ବରରେ ଜାତିସଙ୍ଘ ଏକ ପ୍ରସ୍ତାବ ଆଣିଥିଲା । 2009ରେ ନ୍ୟୁୟର୍କରେ ଏହା ପାଳିତ ହୋଇଥିଲା । ପରେ 2010 ଜୁଲାଇ 18 ପରଠାରୁ ଏହା ପ୍ରତିବର୍ଷ ସମଗ୍ର ବିଶ୍ବରେ ପାଳିତ ହୋଇଆସୁଛି ।

Intro:मुंबई पोलिसांच्या खंडणी विरोधी पथकाने केलेल्या कारवाईत अंडरवर्ल्ड डॉन दाऊद इब्राहिम याचा पुतण्या व इकबाल कासकर याचा मुलगा रिजवाण याला हवाला रॅकेट संदर्भात मुंबई विमानतळावरून अटक करण्यात आली आहे. बुधवारी रात्री मुंबई विमानतळावर रिजवाण हा देश सोडून जाण्याच्या तयारीत होता मात्र त्या आगोदरच खंडणी विरोधी पथकाने त्यास अटक केली आहे. या आगोदर दाऊदचा हस्तक फहीम मचमच याचा खास माणूस अहमद राजा वाडारीया यास हवाला मध्ये अटक करण्यात आली होती त्या नंतर दाऊदच्या पुतण्याला अटक झाली आहे.

Body:{ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.