ETV Bharat / bharat

ରାସ୍ତା କଡରେ ପ୍ରସବ କଲେ ଗର୍ଭବତୀ - ରାସ୍ତା କଡରେ ପ୍ରସବ କଲେ ଗର୍ଭବତୀ

ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଲୋକଙ୍କ ପାଖରେ ଠିକ ସମୟରେ ପହଞ୍ଚି ପାରୁନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ‘‘ଜନନୀ ଏକ୍ସପ୍ରେସ’’ ସଠିକ ନ ପହଞ୍ଚିବାରୁ ଡାକ୍ତରଖାନା ଯିବା ସମୟରେ ରାସ୍ତା କଡରେ ପ୍ରସବ କରିଛନ୍ତି ଜଣେ ଗର୍ଭବତୀ ।

ଫୋଟ ସୌଜନ୍ୟ- ଏଏନଆଇ
author img

By

Published : Aug 24, 2019, 10:19 PM IST

ଭୋପାଳ: ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଲୋକଙ୍କ ପାଖରେ ଠିକ ସମୟରେ ପହଞ୍ଚି ପାରୁନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ‘‘ଜନନୀ ଏକ୍ସପ୍ରେସ’’ ଗାଡି ନ ପହଞ୍ଚିବାରୁ ଡାକ୍ତରଖାନା ଯିବା ସମୟରେ ରାସ୍ତା କଡରେ ପ୍ରସବ କରିଛନ୍ତି ଜଣଏ ଗର୍ଭବତୀ ।

ଶୁକ୍ରବାର କମଳା ବାଇଙ୍କୁ ଯନ୍ତ୍ରଣା ହେବାରୁ ‘‘ଜନନୀ ଏକ୍ସପ୍ରେସ’’ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ମଧ୍ୟ ଆସିବାରେ ବିଳମ୍ବ ହୋଇଥିଲା । କମଳାଙ୍କ ସ୍ବାମୀ ମଟର ସାଇେକଲରେ ଡାକ୍ତରଖାନା ନେଇଥିଲେ । ହେଲେ ଯିବା ରାସ୍ତାରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା କହିଛନ୍ତି କମଳାଙ୍କ ଶାଶୁ ଚନ୍ଦ୍ରା ବାଇ।

ଉଭୟ ମା’ ଓ ଶିଶୁକୁ ଶାହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ବର୍ତ୍ତମାନ ଉଭୟ ମା’ ଓ ଶିଶୁର ସ୍ବାସ୍ଥ୍ୟବସ୍ଥା ସ୍ବଭାବିକ ଥିବା କହିଛନ୍ତି ଡାକ୍ତରଖାନା କର୍ତ୍ତୁପକ୍ଷ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.