ETV Bharat / bharat

ସପନାଙ୍କ ଗୀତରେ ଠୁମକା ଲଗାଇଲେ ମହିଳା ପୋଲିସ

ସପନା ଚୌଧୁରୀଙ୍କ ଲୋକପ୍ରିୟ ଗୀତରେ ଠୁମକା ଲଗାଇ ଏବେ ଚର୍ଚ୍ଚାରେ ମହିଳା ପୋଲିସ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଦିଲ୍ଲୀରେ ଆୟୋଜିତ ‘ସୁନୋ ସହେଲୀ ’କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚରେ ଠୁମକା ଲଗାଇଥିଲେ ମହିଳା ପୋଲିସ ।

author img

By

Published : Apr 3, 2019, 2:31 AM IST

ଫଟୋ ସୌଜନ୍ୟ: @ANI

ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ମୁହଁରେ ସପନା ଚୌଧୁରୀଙ୍କ ହରିୟାଣାଫେମସ ସଙ୍ଗ ‘ତେରୀ ଆଖିଁଓ କା ୟୋ କାଜଲ’। ଆଉ ଏହି ଗୀତରେ ଡିଜେ ବାଜିବା ମାତ୍ରେ ପାଦ ଆପେ ଆପେ ନାଚି ଉଠେ। ତେବେ ଏହି ଗୀତରେ ମଞ୍ଚରେ ଠୁମକା ଲଗାଇଛନ୍ତି ଦିଲ୍ଲୀର ମହିଳା ପୋଲିସ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଡାନ୍ସ ଭିଡିଓ।

ମହିଳାଙ୍କ ବିକାଶ ଓ ସୁରକ୍ଷା ଉଦ୍ଦେଶ୍ୟରେ ଆୟୋଜିତ ‘ସୁନୋ ସହେଲୀ ’କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚରେ ଠୁମକା ଲଗାଇଥିଲେ ମହିଳା ପୋଲିସ । କେବଳ ପୋଲିସ କର୍ମୀ ନୁହନ୍ତି ସେମାନଙ୍କସହ ସାମିଲ ହୋଇଥିଲେ ଆଇପିଏସ ଅଫିସର ବିନିତା ମେରୀ ଜୟକର । କାହାକୁ ଖାତିର ନକରି ନାଚରେ ମାତିଛନ୍ତି ଏହି ମହିଳା ପୋଲିସ କର୍ମୀମାନେ ।

Intro:Body:

रिकैप: जानें ऑटोमोबाइल सेक्टर से जुड़ी इस सप्ताह की बड़ी खबरें

नई दिल्ली: कार और बाइक मेकर बड़ी कंपनियों ने इस सप्ताह देश में कई ऑटोमोबाइल लॉन्च की घोषणा की है. वहीं ऑटोमोबाइल सेक्टर में वाहनों के निर्माण की लागत बढ़ने से अप्रैल महीने से कई कंपनियों की कारें महंगी हो जायेंगी. इसके इतर टाटा मोटर्स ने 10 लाख यूनिट्स बेच कर एक नया कीर्तिमान बनाया है.

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.