ETV Bharat / bharat

ଅନ୍ତଃରାଷ୍ଟ୍ରୀୟ ମାନବ ଚାଲାଣ ରାକେଟର ପର୍ଦ୍ଦାଫାଶ: 2 ତାଞ୍ଜାନିଆ ମହିଳା ଗିରଫ

ଲକଜଗିରି ଜୋନରୁ ଗୋଟିଏ ଅନ୍ତଃରାଷ୍ଟ୍ରୀୟ ମାନବ ଚାଲାଣ ରାକେଟ ଧରାପଡିଛି ।

author img

By

Published : Jul 21, 2019, 11:50 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ମାଲକଜଗିରି ଜୋନରୁ ଗୋଟିଏ ଅନ୍ତଃରାଷ୍ଟ୍ରୀୟ ମାନବ ଚାଲାଣ ରାକେଟ ସ୍ବତନ୍ତ୍ର ଅପରେସନ ଟିମ ଦ୍ବାରା ଧରାପଡିଛି । ରଚକୋଣ୍ଡା ଓ ସ୍ଥାନୀୟ ପୋଲିସ ସହାୟତାରେ ଏହି ଅପରେସନ କରାଯାଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ଜଣେ ତାଞ୍ଜାନିଆ ମହିଳାଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ଠାରୁ ଦୁଇଜଣ ତାଞ୍ଜାନିଆ ମହିଳାଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ମହିଳାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା 370ଏ, ସେକ୍ସନ 3,4 ଓ 5 ସହିତ ମାନବ ଚାଲାଣ ଧାରା( ପିଆଇଟିଏ), ଶରଣାର୍ଥୀ ଧାରା 14, ବିଦେଶୀ ନାଗରିକ ଧାରା 7 ଆଦିରେ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ, ଗତ 19 ତାରିଖ ନରେଦମେଟ ଅଞ୍ଚଳର ଭାରନି କଲୋନୀରେ ଥିବା ଶେଷ ସାଇ ଶ୍ରୀନିବାସ ଆପାର୍ଟମେଣ୍ଟରେ ଅନୈତିକ କାର୍ଯ୍ୟ ହେଉଥିବାର ପୋଲିସ ସୂଚନା ପାଇଥିଲା । ଏହାପରେ ସ୍ବତନ୍ତ୍ର ଅପରେସନ ଟିମ ସାହାଯ୍ୟରେ ଏହି ଚଢାଉ କରାଯାଇଥିଲା । ଦଲାଲ ମହିଳା ଜଣକ ଅନ୍ୟ ମହିଳାମାନଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇବା ସହ ପ୍ରାପ୍ତ ଅର୍ଥର 50 ପ୍ରତିଶତ ନିଜେ ରଖୁଥିବା ପୋଲିସକୁ କହିଛି ।

New Delhi, Jul 21 (ANI): Kargil 'Victory Run' flagged off by Lieutenant-General Ashwani Kumar from Vijay Chowk. The run will conclude at India Gate. The run is held to commemorate the courage and valour displayed by the war heroes who made Kargil War a success.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.