ETV Bharat / bharat

ନୂଆଦିଲ୍ଲୀ ଅଜମେରୀ ଗେଟ ରେଳଷ୍ଟେସନରେ ମହିଳାଙ୍କୁ କେମିକାଲ ପାଉଡର ସ୍ପ୍ରେ

author img

By

Published : Dec 7, 2019, 6:38 PM IST

Updated : Dec 7, 2019, 7:51 PM IST

ନୂଆଦିଲ୍ଲୀ ଅଜମେରୀ ଗେଟ ରେଳଷ୍ଟେସନରେ ଜଣେ ମହିଳାଙ୍କ ଉପରକୁ ରାସାୟନିକ ପାଉଡର ଫିଙ୍ଗି ଯୁବକ ଫେରାର । ପୋଲିସ ଘଟଣାର ଯାଞ୍ଚ କରୁଛି ।

ମହିଳାଙ୍କୁ କେମିକାଲ ମାଡ
ଫାଇଲ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିବା ବେଳେ ରାଜଧାନୀ ଦିଲ୍ଲୀର ଅଜମରୀ ଗେଟ ରେଳଷ୍ଟେସନରେ ମହିଳାଙ୍କ ଉପରକୁ ରାସାୟନିକ ପାଉଡର ମାଡ ହୋଇଛି । ଜଣେ ଯୁବକ ମହିଳାଙ୍କ ଉପରକୁ କେମିକାଲ ପକାଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

କେମିକାଲ ଆଟାକ ହୋଇଥିବା ମହିଳାଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କୁ 30 ବର୍ଷ ହୋଇଥିବା ଜଣାପଡିଛି । ମହିଳାଙ୍କ ସହ ଆସିଥିବା ଯୁବକ ଜଣକ ହିଁ କେମିକାଲ ପକାଇଥିବା ନେଇ ସୂଚନା ମିଳିଛି ।

ପୀଡିତା ମହିଳା ଓ ଯୁବକ ଜଣକ ଉଭୟ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିଲେ । ଦୁହିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହେବାରୁ ଯୁବକ ଜଣକ କେମିକାଲ ପକାଇ ଦେଇଥିଲେ । ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରୁଥିବା ବେଳେ ମାମଲାର ଯାଞ୍ଚ କରୁଛି ।

Intro:Body:

BLANK FOR LINK 

Conclusion:
Last Updated : Dec 7, 2019, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.