ଲକ୍ଷ୍ନୌ: ଆଗ୍ରା ଏକ୍ସପ୍ରେସୱେରେ ଚଳନ୍ତା କାରରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ତେବେ ଗଣଦୁଷ୍କର୍ମ ପରେ ଦୁଷ୍କର୍ମକାରୀମାନେ ପୀଡିତାଙ୍କୁ ମୃତ ଭାବି ରାସ୍ତା କଡରେ ଫିଙ୍ଗି ଚାଲିଯାଇଥିଲେ ।
ଘଟଣାରେ ଯୁବତୀ ନିଜ ନଣନ୍ଦ ପୁଅ ଉପରେ ଅଭିଯୋଗ ଆଣିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।