ETV Bharat / bharat

ଇସ୍ତଫା ଦେବେ ୱିପ୍ରୋ ସିଇଓ ଆବିଡ ଅଲି ନିମୁଚୱାଲା - ଇସ୍ତଫା ଦେବେ ୱିପ୍ରୋ ସିଇଓ

ୱିପ୍ରୋ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଆବିଡ ଅଲି ନିମୁଚୱାଲା ପାରିବାରିକ କାରଣରୁ କମ୍ପାନୀରୁ ଇସ୍ତଫା ଦେବେ । ଏନେଇ ୱିପ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

Wipro CEO and MD Abidali Z Neemuchwala steps down
ଇସ୍ତଫା ଦେବେ ୱିପ୍ରୋ ସିଇଓ ଆବିଡ ଅଲି ନିମୁଚୱାଲା
author img

By

Published : Jan 31, 2020, 1:03 PM IST

ବେଙ୍ଗାଲୁରୁ: ୱିପ୍ରୋ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଆବିଡ ଅଲି ନିମୁଚୱାଲା ପାରିବାରିକ କାରଣରୁ କମ୍ପାନୀରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ୱିପ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନୀ ପକ୍ଷରୁ ପରବର୍ତ୍ତୀ ସିଇଓ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । କମ୍ପାନୀର ପରିଚାଳନାରେ ବ୍ୟାଘାତ ସୃଷ୍ଟି ନ ହେବାକୁ ପରବର୍ତ୍ତୀ ସିଇଓ ନିଯୁକ୍ତି ପର୍ଯ୍ୟନ୍ତ ଆବିଡ ଅଲି ଏହି ପଦବୀରେ ରହିବେ ।

ସେହିପରି ୱିପ୍ରୋ ଚେୟାରମ୍ୟାନ ରିସାଦ ପ୍ରେମଜୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରିସାଦ ପ୍ରେମଜୀ କହିଛନ୍ତି, ‘ୱିପ୍ରୋରେ ନେତୃତ୍ବ ଓ ଅବଦାନ ପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ସେ 4 ବର୍ଷ ଧରି ୱିପ୍ରୋକୁ ଦୃଢ ଭାବରେ ଗଢିବାରେ ସକ୍ଷମ ହୋଇଛନ୍ତି । ଆମେ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି ।’

Intro:Body:Wipro CEO and MD Abidali Z Neemuchwala steps down

To hold office until successor is appointed

East Brunswick, New Jersey, USA and Bangalore, India–January 31, 2020: Wipro Limited(NYSE: WIT, BSE: 507685, NSE: WIPRO), a leading global information technology, consulting and business process services company today announced that Chief Executive Officer and Managing Director Abidali Z Neemuchwala has decided to step down due to family commitments.

The Board of Directors has initiated a search to identify the next Chief Executive Officer. Abid will continue to hold the office of CEO & Managing Director until a successor is appointed for a smooth transition and to ensure that business continues as usual.

Rishad Premji, Chairman said, “We thank Abid for his leadership and his contributions to Wipro. Over the last four years, Abid helped build a strong execution mindset, drove key acquisitions and scaled our Digital business globally. We wish him the very best for the future.”

Abidali Z Neemuchwala, Chief Executive Officer and Managing Director said, “It has been my honour and privilege to serve Wipro, a company with a rich legacy of almost 75 years. We have made considerable progress in our transformation journey, improved our delivery engine and institutionalised deeper client centricity. I thank Azim Premji, Rishad, our Board of Directors, my Wipro colleagues anConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.