ETV Bharat / bharat

ବାୟୁସେନା ଦିବସରେ ଅଭିନନ୍ଦନ ସମ୍ମାନିତ

author img

By

Published : Oct 8, 2019, 10:40 AM IST

ବାୟୁସେନାର ପ୍ରତିଷ୍ଠା ଦିବସରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ 51 ସ୍କ୍ବାଡ୍ରନକୁ ୟୁନିଟ ପ୍ରଶସ୍ତି ପତ୍ର ସମ୍ମାନ ସମ୍ମାନିତ କରାଯାଇଛି । ବାୟୁସେନା ଦିବସ ପରେଡରେ ମିଗ ଯୁଦ୍ଧ ବିମାନ ଉଡାଇବେ ଅଭିନନ୍ଦନ।

ଫାଇଲ ଫଟୋ

ଗାଜିୟାବାଦ: ବାୟୁସେନାର ପ୍ରତିଷ୍ଠା ଦିବସରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ 51 ସ୍କ୍ବାଡ୍ରନକୁ ସମ୍ମାନିତ କରାଯାଇଛି । ଗତ ଫେବୃଆରୀ 27ରେ ପାକିସ୍ତାନର ଏଫ-16କୁ ମାରି ଖସାଇଥିବା କାରଣରୁ 51 ସ୍କ୍ବାଡ୍ରନକୁ ୟୁନିଟ ପ୍ରଶସ୍ତି ପତ୍ର ସମ୍ମାନ ଦିଆଯାଇଛି। ବାୟୁସେନା ମୁଖ୍ୟ ରାକେଶ ଭଦୋରିଆ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷେ ବାୟୁସେନା ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ମିଗ ଯୁଦ୍ଧ ବିମାନ ଉଡାଇବେ ବୋଲି ଜଣାପଡିଛି । ଗାଜିୟାବାଦର ହିଣ୍ଡୋନ ଏୟାର ବେସରେ ଆୟୋଜିତ ବାୟୁସେନା ଦିବସ ପରେଡରେ ଅଭିନନ୍ଦନ ଏହି ଯୁଦ୍ଧ ବିମାନ ଉଡାଇବେ । ଏହାସହ ତିନୋଟି ମିରାଜ 2000 ଏୟାରକ୍ରାଫ୍ଟ ଓ ଦୁଇଟି ସୁଖୋଇ-30 ଏମକେଆଇ ମଧ୍ୟ ଉଡିବ । ବାଲାକୋଟ ଏୟାରଷ୍ଟ୍ରାଇକ କରିଥିବା ପାଇଲଟ ଏହି ଯୁଦ୍ଧ ବିମାନ ଉଡାଇବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.