ETV Bharat / bharat

ମେ 4ରୁ ସେବା ଆରମ୍ଭ କରିବ ଇଣ୍ଡିଗୋ ଏୟାରଲାଇନ୍ସ !

ମେ 4ରୁ ସେବା ଆରମ୍ଭ କରିବ ଇଣ୍ଡିଗୋ ଏୟାରଲାଇନ୍ସ । ଲକ ଡାଉନ ପରେ ସ୍ବାଭାବିକ ହେବ ଯାତ୍ରା । ଅଧିକ ପଢନ୍ତୁ...

author img

By

Published : Apr 14, 2020, 10:55 PM IST

Updated : Apr 15, 2020, 12:11 PM IST

Will Start Some Flights From  May 4, Says IndiGo After Lockdown Extension
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନାକୁ ନେଇ ସାରା ଦେଶରେ ଯାତାୟତ ଠପ୍‌ ହୋଇଯାଇଛି । ଏହି ସମୟରେ ଇଣ୍ଡିଗୋ ଏୟାରଲାଇନ ନିଜର ଯାତ୍ରା ମେ ମାସ ୪ ତାରିଖରୁ ଆରମ୍ଭ କରିବା ନେଇ ସ୍ଥିର କରିଥିବାର ଇଣ୍ଡିଗୋ ସିଇଓ ରଣୋଜୟ ଦତ୍ତ ସ୍ପଷ୍ଟ କରିଛନ୍ତି ।

ତେବେ ପୂର୍ବରୁ ୨୧ ଦିନର ଲକଡାଉନକୁ ଆଖି ଆଗରେ ରଖି ଇଣ୍ଡିଗୋ ତାର ଆଗୁଆ ବୁକିଂ ଏପ୍ରିଲ ୧୫ ଯାଏଁ ରଖିଥିବାବେଳେ ବର୍ତ୍ତମାନ ଏହାର ଅବଧିକୁ ଏପ୍ରିଲ ୩୦ ଯାଏଁ ବଢାଇ ଦିଆଯାଇଛି । ଦେଶର ସବୁଠୁ ବଡ ବେସାମରିକ ମାଲିକାନାରେ ପ୍ରଚଳିତ ଏହି ଏୟାରଲାଇନକୁ ଲକଡାଉନ ଯୋଗୁଁ ଅନେକ କ୍ଷତି ସହିବାକୁ ପଡିଛି ।

Last Updated : Apr 15, 2020, 12:11 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.