ETV Bharat / bharat

‘କାଶ୍ମୀର ପଣ୍ଡିତଙ୍କୁ ବହିଷ୍କାରବେଳେ କେଉଁଠି ଥିଲ ?’ - କାଶ୍ମୀର ପଣ୍ଡିତ ମାନଙ୍କୁ ଧକ୍କା ମାରି ବାହାର କରିଦିଆଗଲା

ଯେତେବେଳେ ଦେଶରୁ କାଶ୍ମୀର ପଣ୍ଡିତଙ୍କୁ ଗଳା ଧକ୍କା ମାରି ବାହାର କରିଦିଆଗଲା, ସେତେବେଳେ କେଉଁଠି ରହିଥିଲା ତୁମ ମାନବିକତା । ଦେଶରେ ସଠିକ ଇତିହାସ ଲୋକଙ୍କ ସାମ୍ନାକୁ ଆସିବାର ସମୟ ଆସିଯାଇଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 29, 2019, 2:11 PM IST

ନୂଆଦିଲ୍ଲୀ: ଆଜି ବି ଧାରା 370କୁ ନେଇ କିଛି ମାତ୍ରାରେ ସନ୍ଦେହ ରହିଛି । ସେସବୁକୁ ସ୍ପଷ୍ଟ କରାଇବା ଆମ ପାଇଁ ମହତ୍ବପୂର୍ଣ୍ଣ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, ଆମେ ଜାଣିଛେ 1947 ମସିହାରୁ ହିଁ କାଶ୍ମୀର ବିବାଦ ହୋଇ ରହିଛି । କିନ୍ତୁ ବିକୃତ ଇତିହାସରେ ବୁଡ଼ି ରହିଥିବା ଲୋକଙ୍କ ଆଗରେ ବର୍ତ୍ତମାନ ତାହା ପ୍ରମାଣିତ କରାଯାଇଛି ।

କାଶ୍ମୀରରେ ସୁଫି ସନ୍ଥ ସଂସ୍କୃତି ନଷ୍ଟ ହୋଇଗଲା, ଏ ମାନବିକତାଧାରୀ ବ୍ୟକ୍ତିମାନେ କେଉଁଠି ରହିଥିଲେ ? ଯେତେବେଳେ କାଶ୍ମୀର ପଣ୍ଡିତ ମାନଙ୍କୁ ଧକ୍କା ମାରି ବାହାର କରିଦିଆଗଲା । କେବଳ ଧାରା 370 ପାଇଁ କାଶ୍ମୀରରେ ଏପରି ଭୋଗିବାକୁ ପଡିଲା ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଇତିହାସ ଲେଖିବାର ଅଧିକାର ସେଇ ଲୋକଙ୍କ ହାତରେ ରହିଥିଲା, ଯେଉଁମାନେ ଭୁଲ କରିଥିଲେ । ସେଥିପାଇଁ ସତ୍ୟ ତଥ୍ୟ ଲୁଚିକି ରହିଛି । ମୋତେ ଲାଗୁଛି ଉଚିତ ସମୟ ଆସିଯାଇଛି । ଲୋକଙ୍କ ସାମ୍ନାକୁ ସଠିକ୍ ଇତିହାସ ଏବଂ ତଥ୍ୟ ଆସିବାର ଉଚିତ୍ ସମୟ ଆସିଯାଇଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Intro:Body:

hgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.