ETV Bharat / bharat

ହ୍ବାଟ୍ସଆପ୍‌ ବ୍ଲକ କଲା ସାଇବରାବାଦ ସିପିଙ୍କ ହେଲ୍ପ ଲାଇନ ନମ୍ବର - ସାଇବରାବାଦ ସିପି ହେଲ୍ପ ଲାଇନ ନମ୍ବର ବ୍ଲକ

ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ରବିବାର ବ୍ଲକ ହୋଇଛି ସାଇବରାବାଦ ପୋଲିସ କମିଶନରଙ୍କ ହେଲ୍ପ ଲାଇନ ନମ୍ବର । ଏନେଇ ରବିବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସାଇବରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ।

whatsapp blocked cyberabad cp help line number, cyberabad cp help line number been blocked, hyderabad gangrape and murder update, ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଅପଡେଟ, ସାଇବରାବାଦ ସିପି ହେଲ୍ପ ଲାଇନ ନମ୍ବର ବ୍ଲକ, ହ୍ବାଟ୍ସଆପ୍‌ ବ୍ଲକ କଲା ସାଇବରାବାଦ ସିପି ହେଲ୍ପ ଲାଇନ ନମ୍ବର
ହ୍ବାଟ୍ସଆପ୍‌ ବ୍ଲକ କଲା ସାଇବରାବାଦ ସିପିଙ୍କ ହେଲ୍ପ ଲାଇନ ନମ୍ବର
author img

By

Published : Dec 9, 2019, 12:58 PM IST

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ରବିବାର ବ୍ଲକ ହୋଇଛି ସାଇବରାବାଦ ପୋଲିସ କମିଶନରଙ୍କ ହେଲ୍ପ ଲାଇନ ନମ୍ବର । ଏନେଇ ରବିବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସାଇବରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର । ନଭେମ୍ବର 27 ରାତିର ଲୋମହର୍ଷଣକାରୀ ଘଟଣା ପରେ ଏହି ନମ୍ବରରେ ଲୋକଙ୍କ ମେସେଜର ସୁଅ ଛୁଟିବାରୁ ଏହାକୁ ଅସ୍ଥାୟୀ ଭାବେ ବ୍ଲକ କରିଛି ହ୍ବାଟ୍ସଆପ୍‌ ।

ପୁରୁଣା ନମ୍ବର ବ୍ଲକ କରିବା ପରେ ଲୋକଙ୍କ ସୁବିଧା ପାଇଁ ସାଇବରାବାଦ ସିପି ଏକ ନୂଆ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି । ଲୋକଙ୍କ ଆକ୍ରୋଶ ଭରା ମେସେଜ ପୁରୁଣା ନମ୍ବରରେ ବାରମ୍ବାର ଆସୁଥିବାରୁ ସେହି ନମ୍ବରକୁ ଅସ୍ଥାୟୀ ସମୟ ପାଇଁ ହ୍ବାଟ୍ସଆପ୍‌ ବ୍ଲକ କରିଥିବା ଜଣା ପଡିଛି । ତେଣେ ଏନେଇ ହ୍ବାଟ୍ସଆପ୍‌କୁ ନମ୍ବର ପୁନର୍ବାର ଆକ୍ଟିଭେଟ କରିବା ପାଇଁ ଇମେଲ ଜରିଆରେ ଆବେଦନ କରିଛନ୍ତି ସାଇବରାବାଦ ପୋଲିସ ।

whatsapp blocked cyberabad cp help line number, cyberabad cp help line number been blocked, hyderabad gangrape and murder update, ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଅପଡେଟ, ସାଇବରାବାଦ ସିପି ହେଲ୍ପ ଲାଇନ ନମ୍ବର ବ୍ଲକ, ହ୍ବାଟ୍ସଆପ୍‌ ବ୍ଲକ କଲା ସାଇବରାବାଦ ସିପି ହେଲ୍ପ ଲାଇନ ନମ୍ବର
ହ୍ବାଟ୍ସଆପ୍‌ ବ୍ଲକ କଲା ସାଇବରାବାଦ ସିପିଙ୍କ ହେଲ୍ପ ଲାଇନ ନମ୍ବର

ପ୍ରକାଶ ଯେ, ନଭେମ୍ବର 27 ତାରିଖ ରାତିରେ ଜଣେ ପଶୁ ଡାକ୍ତରାଣୀଙ୍କୁ 4 ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ନିଆଁ ଲଗାଇ ହତ୍ୟା କରିଥିଲେ । ଯାହାର ପରିଣାମ ସ୍ବରୂପ ଘଟଣାର ପୁନରାବୃତ୍ତି କରିବାକୁ ଯିବା ସମୟରେ ଅଭିଯୁକ୍ତଙ୍କ ଆକ୍ରମଣରେ ପୋଲିସ ଏନକାଉଣ୍ଟରରେ ଆଖି ବୁଜିଥିଲେ 4 ଅଭିଯୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

WhatsApp blocks Cyberabad police's helpline number

 (23:20) 

Hyderabad, Dec 8 (IANS) WhatsApp has blocked the helpline number of Cyberabad Police Commissionerate, forcing it to switch to an alternate number for time being, after it received a flood of messages following November 27 gang-rape and murder of a veterinarian.

Cyberabad Police Commissioner V.C. Sajjanar tweeted on Sunday that WhatsApp has blocked Cyberabad Police's WhatsApp number 9490617444. "We are now using 7901114100 for receiving citizens' grievances temporarily," he added.

WhatsApp apparently deactivated the number after it received a flood of messages following the November 27 incident of gang-rape and murder of the veterinarian by four youths at Shamshabad on the city outskirts under the limits of Cyberabad Commissionerate.

Cyberabad Commissionerate officials have sent a mail to WhatsApp, requesting it to activate the number.

The gruesome rape and murder had shocked the entire nation.

All four accused were killed by police in an alleged 'encounter' at Chatanpally near Shadnagar town on December 6.

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.